ଟ୍ରେନ୍‌ ଟ୍ରାକ୍‌ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍; ୩ ରେଳ କର୍ମଚାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଟ୍ରେନ୍‌ ଟ୍ରାକ୍‌ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍। ୩ ରେଳ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ପଶ୍ଚିମ ରେଳବାଇ ମୁମ୍ବାଇ ଡିଭିଜନର ବସାଇ ଠାରେ।ସିଗ୍‌ନାଲ ଓ ଟେଲିକମ୍ୟୁନିକେଶନ ବିଭାଗର ୩ କର୍ମଚାରୀ ସୋମବାର ରାତି ୧୦. ୫୫ବେଳେ ଟ୍ରାକ୍‌ରେ ସିଗ୍‌ନାଲ ଫେଲୁଅର ନେଇ କାମ କରୁଥିଲେ। ଏହି ସମୟରେ ଚର୍ଚ୍ଚଗେଟ ବିରାର ଲୋକାଲ ଗେଟ୍ ତାଙ୍କ ଉପରେ ମାଡ଼ିଯାଇଥିଲା। ପଢ଼ନ୍ତୁ-କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଉତ୍ତେଜନା, ପୋଲିସ ଲାଠିଚାର୍ଜରେ ଅନେକ ଆହତ; ରାହୁଲ ଗାନ୍ଧୀଙ୍କ ବିରୋଧରେ କେସ୍ ମୃତ କର୍ମଚାରୀମାନେ ହେଲେ ସିନିୟର ସେକ୍‌ସନ ଇଞ୍ଜିନିୟର ବାସୁ ମିତ୍ର, ଇଲେକ୍ଟ୍ରିକାଲ ସିଗ୍‌ନାଲ ମ୍ୟାଣ୍ଟେନର ସମୋନାଥ ଏବଂ ସିଗ୍‌ନାଲ ଆସିଷ୍ଟାଣ୍ଟ ସଚିନ ୱାଙ୍ଖଡ଼େ। ମୃତ ୩ ଜଣଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ବସାଇ ସରକାରୀ ରେଳବାଇ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁ ହେବା ନେଇ ଏକ ମାମଲା ରୁଜୁ କରିଛି।  ଦୁର୍ଘଟଣା ପରେ ରେଳ କର୍ମଚାରୀଙ୍କୁ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରି ପଶ୍ଚିମ ରେଳବାଇ ମାଜଡୋର ସଂଘ(WRMS)। ରେଳ କର୍ମଚାରୀଙ୍କ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି WRMS କହିଛି। The post ଟ୍ରେନ୍‌ ଟ୍ରାକ୍‌ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍; ୩ ରେଳ କର୍ମଚାରୀଙ୍କ ମୃତ୍ୟୁ appeared first on Prameya News7.

ଟ୍ରେନ୍‌ ଟ୍ରାକ୍‌ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍; ୩ ରେଳ କର୍ମଚାରୀଙ୍କ ମୃତ୍ୟୁ

internet

ନୂଆଦିଲ୍ଲୀ: ଟ୍ରେନ୍‌ ଟ୍ରାକ୍‌ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍। ୩ ରେଳ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ଘଟଣା ଘଟିଛି ପଶ୍ଚିମ ରେଳବାଇ ମୁମ୍ବାଇ ଡିଭିଜନର ବସାଇ ଠାରେ।
ସିଗ୍‌ନାଲ ଓ ଟେଲିକମ୍ୟୁନିକେଶନ ବିଭାଗର ୩ କର୍ମଚାରୀ ସୋମବାର ରାତି ୧୦. ୫୫ବେଳେ ଟ୍ରାକ୍‌ରେ ସିଗ୍‌ନାଲ ଫେଲୁଅର ନେଇ କାମ କରୁଥିଲେ। ଏହି ସମୟରେ ଚର୍ଚ୍ଚଗେଟ ବିରାର ଲୋକାଲ ଗେଟ୍ ତାଙ୍କ ଉପରେ ମାଡ଼ିଯାଇଥିଲା।

ପଢ଼ନ୍ତୁ-କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଉତ୍ତେଜନା, ପୋଲିସ ଲାଠିଚାର୍ଜରେ ଅନେକ ଆହତ; ରାହୁଲ ଗାନ୍ଧୀଙ୍କ ବିରୋଧରେ କେସ୍

ମୃତ କର୍ମଚାରୀମାନେ ହେଲେ ସିନିୟର ସେକ୍‌ସନ ଇଞ୍ଜିନିୟର ବାସୁ ମିତ୍ର, ଇଲେକ୍ଟ୍ରିକାଲ ସିଗ୍‌ନାଲ ମ୍ୟାଣ୍ଟେନର ସମୋନାଥ ଏବଂ ସିଗ୍‌ନାଲ ଆସିଷ୍ଟାଣ୍ଟ ସଚିନ ୱାଙ୍ଖଡ଼େ। ମୃତ ୩ ଜଣଙ୍କର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣା ବସାଇ ସରକାରୀ ରେଳବାଇ ପୁଲିସ ଦୁର୍ଘଟଣା ଜନିତ ମୃତ୍ୟୁ ହେବା ନେଇ ଏକ ମାମଲା ରୁଜୁ କରିଛି।  
ଦୁର୍ଘଟଣା ପରେ ରେଳ କର୍ମଚାରୀଙ୍କୁ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରି ପଶ୍ଚିମ ରେଳବାଇ ମାଜଡୋର ସଂଘ(WRMS)। ରେଳ କର୍ମଚାରୀଙ୍କ ସୁରକ୍ଷା ଦିଗରେ ସରକାର ପଦକ୍ଷେପ ନେବା ଦରକାର ବୋଲି WRMS କହିଛି।

The post ଟ୍ରେନ୍‌ ଟ୍ରାକ୍‌ରେ କାମ କରୁଥିବା ବେଳେ ମାଡ଼ିଗଲା ଟ୍ରେନ୍; ୩ ରେଳ କର୍ମଚାରୀଙ୍କ ମୃତ୍ୟୁ appeared first on Prameya News7.