ଟ୍ରେନ୍‌ରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ, ପରିଚୟ ଖୋଜୁଛି ପୋଲିସ

ସୋର ୩୦।୦୩ : ଟ୍ରେନରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ। ଶୁକ୍ରବାର ରାତିରେ ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ୍ ନିକଟ ଅପ୍‌ଲାଇନରେ ଏହି ଘଟଣା ଘଟିଛି। ଯୁବକ ଜଣଙ୍କ ଜଣେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। ଖବର ଅନୁଯାୟୀ, ଶୁକ୍ରବାର ରାତିରେ ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ୍ ନିକଟ ଅପ୍‌ଲାଇନରେ ଏକ ଏକ୍ସପ୍ରେସ୍ ଟ୍ରେନରୁ ଖସିପଡି ଜଣେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ହୋଇଛି। ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିିଳିପାରି ନାହିଁ। ସେ ଏକ ଲାଲ୍ ବାନିୟନ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି।  ଯୁବକ ଜଣଙ୍କ ଜଣେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।

ଟ୍ରେନ୍‌ରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ, ପରିଚୟ ଖୋଜୁଛି ପୋଲିସ

ସୋର ୩୦।୦୩ : ଟ୍ରେନରୁ ଖସି ଅଚିହ୍ନା ଯୁବକଙ୍କ ମୃତ୍ୟୁ। ଶୁକ୍ରବାର ରାତିରେ ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ୍ ନିକଟ ଅପ୍‌ଲାଇନରେ ଏହି ଘଟଣା ଘଟିଛି। ଯୁବକ ଜଣଙ୍କ ଜଣେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। 

ଖବର ଅନୁଯାୟୀ, ଶୁକ୍ରବାର ରାତିରେ ସୋର ସବିରା ଷ୍ଟେସନ ମଧ୍ୟ ଅଲିପୁର ଗେଟ୍ ନିକଟ ଅପ୍‌ଲାଇନରେ ଏକ ଏକ୍ସପ୍ରେସ୍ ଟ୍ରେନରୁ ଖସିପଡି ଜଣେ ଅଚିହ୍ନା ଯୁବକଙ୍କ ମୃତ୍ୟୁ ହୋଇଛି। ଏବେ ଯାଏଁ ମୃତ ଯୁବକଙ୍କ ପରିଚୟ ମିିଳିପାରି ନାହିଁ। ସେ ଏକ ଲାଲ୍ ବାନିୟନ ଓ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଛନ୍ତି।  ଯୁବକ ଜଣଙ୍କ ଜଣେ ଅଣ ଓଡ଼ିଆ ବୋଲି ଜଣାପଡ଼ିଛି। ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି।