ଟ୍ରେନ୍‌ରେ ଯାତ୍ରା ବେଳେ ବିଷ ପିଇଲେ, ଗୋଟିଏ ପରିବାରର ୩ ଗୁରୁତର

କଣାସ ୧୮।୯: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ବିଷ ପିଇଲେ । ଗୋଟିଏ ପରିବାରର ୩ ଜଣ ଅସୁସ୍ଥ l କଣାସ ରୋଡ୍ ଷ୍ଟେସନ ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ୩ ଜଣ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ବିଷପାନ କରି କଣାସ ରୋଡ୍ ଷ୍ଟେସନରେ ଓହ୍ଲାଇଥିଲେ l ସମସ୍ତଙ୍କ ଅବସ୍ଥା ଗୁରୁତର ଦେଖି କିଛି ଲୋକ ତାଙ୍କୁ ତୁରନ୍ତ ଡେଲାଙ୍ଗ ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଦେଖି କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସରେ ପଠାଇ ଦେଇଛନ୍ତି l ତେବେ ଗୁରୁତର ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ମୌଦି ଅଞ୍ଚଳର ରାଜୁ ମଣ୍ଡଳ ଏବଂ ତାଙ୍କ ପରିବାର ବୋଲି ଜଣାପଡିଛି lYou Can Read:କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୬ ଜଣିଆ ASI ଟିମ୍, ମନ୍ଦିର ସଂରକ୍ଷଣ ଓ ଗର୍ଭ ଗୃହ ବାଲିକଢ଼l ସ୍ଥିତି ଅନୁଧ୍ୟାନ 

ଟ୍ରେନ୍‌ରେ ଯାତ୍ରା ବେଳେ ବିଷ ପିଇଲେ, ଗୋଟିଏ ପରିବାରର ୩ ଗୁରୁତର

କଣାସ ୧୮।୯: ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ବିଷ ପିଇଲେ । ଗୋଟିଏ ପରିବାରର ୩ ଜଣ ଅସୁସ୍ଥ l କଣାସ ରୋଡ୍ ଷ୍ଟେସନ ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ପରିବାରର ୩ ଜଣ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ବିଷପାନ କରି କଣାସ ରୋଡ୍ ଷ୍ଟେସନରେ ଓହ୍ଲାଇଥିଲେ l ସମସ୍ତଙ୍କ ଅବସ୍ଥା ଗୁରୁତର ଦେଖି କିଛି ଲୋକ ତାଙ୍କୁ ତୁରନ୍ତ ଡେଲାଙ୍ଗ ହସ୍ପିଟାଲକୁ ନେଇ ଆସିଥିଲେ । ସେଠାରେ ତାଙ୍କୁ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଦେଖି କ୍ୟାପିଟାଲ ହସ୍ପିଟାଲକୁ ଆମ୍ବୁଲାନ୍ସରେ ପଠାଇ ଦେଇଛନ୍ତି l 

ତେବେ ଗୁରୁତର ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ମୌଦି ଅଞ୍ଚଳର ରାଜୁ ମଣ୍ଡଳ ଏବଂ ତାଙ୍କ ପରିବାର ବୋଲି ଜଣାପଡିଛି l

You Can Read:

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ୬ ଜଣିଆ ASI ଟିମ୍, ମନ୍ଦିର ସଂରକ୍ଷଣ ଓ ଗର୍ଭ ଗୃହ ବାଲିକଢ଼l ସ୍ଥିତି ଅନୁଧ୍ୟାନ