ଠିପି ଧରେଇଦେଲା ନକଲି ମଦ, ଲାଇଟ୍ ରେ ଦିଶୁଛି ପାଣିଚିଆ ରଙ୍ଗ! spurious liquor found in IMFL shop, Ganjam.

ଠିପି ଧରେଇଦେଲା ନକଲି ମଦ, ଲାଇଟ୍ ରେ ଦିଶୁଛି ପାଣିଚିଆ ରଙ୍ଗ! ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ କରସିଙ୍ଗି ବିଦେଶୀ ମଦ ଦୋକାନରେ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ।ଯାହାକୁ ନେଇ ଶନିବାର ଅବକାରୀ ବିଭାଗ ପକ୍ଷରୁ ଛାନଭିନ୍ କରାଯାଇଛି। ସୂଚନା