ଡଜନେ ଛୁଇଁଲା କୋଭିଡ୍

ଡଜନେ_ଛୁଇଁଲା_କୋଭିଡ୍ ଦେଶରେ ବ୍ୟାପିଲାଣି କରୋନା। ୩ ହଜାର ୭୫୦ ପାର୍ କଲାଣି କୋଭିଡ୍ ପଜିଟିଭ୍। ଓଡ଼ିଶାରେ ବି ଉପରମୁହାଁ କରୋନା ସଂକ୍ରମଣ। ୧୦ ଦିନରେ ରୋଗୀ ସଂଖ୍ୟା ଦୁଇ ଅଙ୍କ ଟପି ଆଜି ୧୨ରେ ପହଞ୍ଚିଛି। ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ବେଳେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ମୃତ୍ୟୁ ଖବର ନେଇ ଅନୁସନ୍ଧାନ କରାଯାଉଛି।

ଡଜନେ ଛୁଇଁଲା କୋଭିଡ୍
Array