ଡମଡମଣି ଡ୍ୟାମରେ ଛକି ବସିଥିଲା ଯମ, ବୁଲିବାକୁ ଯାଇଥିବା ଦୁଇ ଛାତ୍ରର ନେଲା ଜୀବନ

କଟକ : ଚୌଦ୍ୱାର  ଡମଡମଣିଡ୍ୟାମରେ ଘଟିଲା ଅଘଟଣ । ପାଣିରେ ବୁଡି ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ମାନେ ହେଲେ କଟକ ଅଂଚଳର ବୋଲି ସୂଚନା ମିଳିଛି । ସେମାନେ ଷ୍ଟୁଆର୍ଟ ସ୍କୁଲରେ ପାଠ ପଢୁଥିଲେ । ୫ ଜଣ ଛାତ୍ର ଡ୍ୟାମରେ ଗାଧେଉଥିବା ବେଳେ ଏହି ଅଘଟଣ ଘଟିଯାଇଛି । ୩ ଜଣ ପାଣି ଭିତରେ ବୁଡି ଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ଦମକଳ ବାହିନୀ […] The post ଡମଡମଣି ଡ୍ୟାମରେ ଛକି ବସିଥିଲା ଯମ, ବୁଲିବାକୁ ଯାଇଥିବା ଦୁଇ ଛାତ୍ରର ନେଲା ଜୀବନ appeared first on KNews Odisha.

ଡମଡମଣି ଡ୍ୟାମରେ ଛକି ବସିଥିଲା ଯମ, ବୁଲିବାକୁ ଯାଇଥିବା ଦୁଇ ଛାତ୍ରର ନେଲା ଜୀବନ
choudwar death

କଟକ : ଚୌଦ୍ୱାର  ଡମଡମଣିଡ୍ୟାମରେ ଘଟିଲା ଅଘଟଣ । ପାଣିରେ ବୁଡି ଚାଲିଗଲା ଦୁଇ ଜଣଙ୍କ ଜୀବନ । ମୃତକ ମାନେ ହେଲେ କଟକ ଅଂଚଳର ବୋଲି ସୂଚନା ମିଳିଛି । ସେମାନେ ଷ୍ଟୁଆର୍ଟ ସ୍କୁଲରେ ପାଠ ପଢୁଥିଲେ ।

୫ ଜଣ ଛାତ୍ର ଡ୍ୟାମରେ ଗାଧେଉଥିବା ବେଳେ ଏହି ଅଘଟଣ ଘଟିଯାଇଛି । ୩ ଜଣ ପାଣି ଭିତରେ ବୁଡି ଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ମୃତକ ଙ୍କୁ ଉଦ୍ଧାର କରିଛି । ଚୌଦ୍ୱାର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି ।

 

The post ଡମଡମଣି ଡ୍ୟାମରେ ଛକି ବସିଥିଲା ଯମ, ବୁଲିବାକୁ ଯାଇଥିବା ଦୁଇ ଛାତ୍ରର ନେଲା ଜୀବନ appeared first on KNews Odisha.