ଡଲାର ବିଗ୍ବସ୍ର ନୂତନ ଟିଭିସି
ନୂଆଦିଲ୍ଲୀ,୨୨ା୩: ଡଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଭି କ୍ୟାମ୍ପନିଂ ବା ଟିଭିସି ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍ର ସର୍ବଶେଷ ବିଜ୍ଞାପନ ଅଭିଯାନ ସହ କମ୍ପାନୀ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥିର କରିଛି,ଯାହା ପୁନର୍ବାର ଡଲାର ବିଗ୍ବସ୍ ଉପତ୍ାଦ ଉପରେ ପର୍ଯ୍ୟବସିତ ହୋଇଛି। ଏ ସମ୍ପର୍କରେ ଡଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା କହିଥିଲେ, ଏହି ନୂତନ ଟିଭିସିକୁ ଉନ୍ମୋଚନକରି ଆମେ ବେଶ୍ ଉତ୍ସାହିତ […] The post ଡଲାର ବିଗ୍ବସ୍ର ନୂତନ ଟିଭିସି appeared first on Dharitri Odia News.
ନୂଆଦିଲ୍ଲୀ,୨୨ା୩: ଡଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ପ୍ରସ୍ତୁତ ଟିଭି କ୍ୟାମ୍ପନିଂ ବା ଟିଭିସି ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷକରି ବ୍ରାଣ୍ଡ୍ର ସର୍ବଶେଷ ବିଜ୍ଞାପନ ଅଭିଯାନ ସହ କମ୍ପାନୀ ଏକ ନୂତନ ମାନଦଣ୍ଡ ମଧ୍ୟ ସ୍ଥିର କରିଛି,ଯାହା ପୁନର୍ବାର ଡଲାର ବିଗ୍ବସ୍ ଉପତ୍ାଦ ଉପରେ ପର୍ଯ୍ୟବସିତ ହୋଇଛି। ଏ ସମ୍ପର୍କରେ ଡଲାର ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଗୁପ୍ତା କହିଥିଲେ, ଏହି ନୂତନ ଟିଭିସିକୁ ଉନ୍ମୋଚନକରି ଆମେ ବେଶ୍ ଉତ୍ସାହିତ ଅଛୁ। ଏପରିକି ଆମେ କେବଳ ଅନ୍ତର୍ବସ୍ତ୍ର ନୁହେଁ ଆଥ୍ଲେ ସିଜର, ଜିମ୍ ପରିଧାନ ଏବଂ ପୁରୁଷମାନଙ୍କ ପାଇଁ କାଜୁଆଲ ସହ ଆମର ବିଗ୍ବସ୍ ପରିସରକୁ ମଧ୍ୟ ବୃଦ୍ଧି କରିଛୁ। ସେହିଭଳି ଆମର ବ୍ରାଣ୍ଡ୍ ଆମ୍ବାସାଡର ତଥା ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ ଦୀର୍ଘ ଦଶନ୍ଧି ଧରି ସହଭାଗିତା ଜାରି ରହିଛି। ଉକ୍ତ ସହଭାଗିତା ମାଧ୍ୟମରେ ଆମର ବ୍ରାଣ୍ଡ୍ର ଯଥେଷ୍ଟ ଅଭିବୃଦ୍ଧି ଘଟିଛି। ସେହିପରି ଡଲାର ବିଗ୍ବସ୍ର ଟେଲିଭିଜନ ଅଭିଯାନ ସମସ୍ତ ଅନ୍ତର୍ନିହିତ ମୂଲ୍ୟବୋଧକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ,ଡଲାର ବିଗ୍ବସ୍ ହେଉଛି ପୁରୁଷଙ୍କ ଅନ୍ତର୍ବସ୍ତ୍ରର ଏକ ଉଚ୍ଚ ଗୁଣାତ୍ମକ ସଂଗ୍ରହ ଏବଂ ବର୍ତ୍ତମାନ ଏହା ଆଥ୍ଲେ ସିଜର, ଜିମ୍ ପୋଷାକ ଏବଂ କାଜୁଆଲ ପୋଷାକ ଦେଶରେ ପୁରୁଷଙ୍କ ଆଧୁନିକ ଜୀବନଶୈଳୀକୁ ପରିପୁଷ୍ଟ କରିବା ପାଇଁ ପରିକଳ୍ପିତ ହୋଇଛି।
The post ଡଲାର ବିଗ୍ବସ୍ର ନୂତନ ଟିଭିସି appeared first on Dharitri Odia News.