ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୮ତମ ଜନ୍ମ ଦିବସ
ସମ୍ବଲପୁର :ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମାଜସେବୀ ଡ଼ ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ୭୮ ତମ ଜନ୍ମ ଦିବସରେ ତାଙ୍କ ବୁର୍ଲା ଶୁଭେଛୁ ମାନଙ୍କ ତରଫରୁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ନିରାମୟ ଜୀବନର ମଙ୍ଗଳ କାମନା ପୂର୍ବକ ଦ୍ବୀପ ପ୍ରଜ୍ବଳନ ସହ ପାରମ୍ପରିକ ପୂଜାର୍ଚନା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ଲାନେଟରିଅମ ଛକ ସ୍ଥିତ ଜଗନ୍ନାଥ ମନ୍ଦିର ରେ ହୋଇଥିଲା ଓ ପରେ ଦରିଦ୍ର ନାରାୟଣ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା Iଏହି କାର୍ଯ୍ୟକ୍ରମ […] The post ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୮ତମ ଜନ୍ମ ଦିବସ appeared first on Odisha.News.

ସମ୍ବଲପୁର :ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ସମାଜସେବୀ ଡ଼ ରାସେଶ୍ୱରୀ ପାଣିଗ୍ରାହୀ ଙ୍କ ୭୮ ତମ ଜନ୍ମ ଦିବସରେ ତାଙ୍କ ବୁର୍ଲା ଶୁଭେଛୁ ମାନଙ୍କ ତରଫରୁ ତାଙ୍କର ଦୀର୍ଘାୟୁ ଓ ସୁସ୍ଥ ନିରାମୟ ଜୀବନର ମଙ୍ଗଳ କାମନା ପୂର୍ବକ ଦ୍ବୀପ ପ୍ରଜ୍ବଳନ ସହ ପାରମ୍ପରିକ ପୂଜାର୍ଚନା ଓ ସମୂହ ଦୀପଦାନ କାର୍ଯ୍ୟକ୍ରମ ସ୍ଥାନୀୟ ପ୍ଲାନେଟରିଅମ ଛକ ସ୍ଥିତ ଜଗନ୍ନାଥ ମନ୍ଦିର ରେ ହୋଇଥିଲା ଓ ପରେ ଦରିଦ୍ର ନାରାୟଣ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା Iଏହି କାର୍ଯ୍ୟକ୍ରମ ରେ ଶ୍ରୀ ଦେବାଶିଷ ନନ୍ଦ, ରମାକାନ୍ତ ସାହୁ,ହରିଶଙ୍କର ପଣ୍ଡା, ରୋହନ ମିଶ୍ର, ଶୁଭମ ବେହେରା,ଶାନ୍ତି ଲାମା,ସୀତା ପ୍ରଧାନ, ଶାନ୍ତି ମହାନ୍ତି, ଲକ୍ଷ୍ମୀ ରାଏ,ମଞ୍ଜୁଳା ମେହେର,ଅଶୋକ ସାମଲ, ଲଳିତ ଲୁହା ,ତ୍ରିଲୋଚନ ସିଂ,ଜଗଜିତ ସିଂ,ଜିତୁ ଲାମା, ଶୁଭେନ୍ଦୁ ସାହୁ, କୁନୁମୁନ ମହାନ୍ତି ଉପସ୍ଥିତ ଥିଲେ।
The post ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୮ତମ ଜନ୍ମ ଦିବସ appeared first on Odisha.News.