ଡାକ୍ତର ହେବେ ଆଦିବାସୀ ଛାତ୍ର

କନ୍ଧମାଳ ଜିଲ୍ଲା ଦାସିଙ୍ଗବାଡି ପଞ୍ଚାୟତର ତାଡିମାହା ଗାଁର ଆଦିବାସୀ ଛାତ୍ର ସନାତନ ପ୍ରଧାନ ଡାକ୍ତରୀ ପାଠ ପଢିବେ ।

ଡାକ୍ତର ହେବେ ଆଦିବାସୀ ଛାତ୍ର

ନିଷ୍ଠା ଓ ପରିଶ୍ରମ ବଳରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ଆଦିବାସୀ ଯୁବକ ସନାତନ ପ୍ରଧାନ। ଆର୍ଥିକ ଅନାଟନ ସତ୍ତ୍ୱେ ପ୍ରଥମ ପ୍ରଚେଷ୍ଟାରେ ନିଟ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସନାତନ। ଏହାପରେ ସେ ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜରେ ନାମ ଲେଖାଇଛନ୍ତି। ସନାତନଙ୍କ ଏହି ସଫଳତା ପରେ ତାଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଦେଖନ୍ତୁ ପୂରା ରିପୋର୍ଟ।