ଡିପ୍ ଫେକ୍ ଭିଡିଓ ପାଇଁ ପୋଲିସ ସଜାଗ, ବଛା ବଛା ଅଫିସରଙ୍କୁ ଦିଆଯାଉଛି ତାଲିମ୍

ଆଗକୁ ସାଧାରଣ ନିର୍ବାଚନ। ସୋସିଆଲ ମିଡିଆରେ ବୁଲିପାରେ ନେତାଙ୍କ ଡିପ୍ ଫେକ ଭିଡିଓ । ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଉଛି ତାଲିମ୍ । କମିଶନରେଟ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଟ୍ରେନିଂ ଦିଆଯାଇଛି । ତାଲିମପ୍ରାପ୍ତ ଅଫିସରମାନେ ଡିପ୍ ଫେକ୍ ଫଟୋ ଓ ଭିଡିଓ ଚେକ୍ କରିବେ । ତାଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ । ଏହି ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ […] The post ଡିପ୍ ଫେକ୍ ଭିଡିଓ ପାଇଁ ପୋଲିସ ସଜାଗ, ବଛା ବଛା ଅଫିସରଙ୍କୁ ଦିଆଯାଉଛି ତାଲିମ୍ appeared first on KNews Odisha.

ଡିପ୍ ଫେକ୍ ଭିଡିଓ ପାଇଁ ପୋଲିସ ସଜାଗ, ବଛା ବଛା ଅଫିସରଙ୍କୁ ଦିଆଯାଉଛି ତାଲିମ୍
deepfake

ଆଗକୁ ସାଧାରଣ ନିର୍ବାଚନ। ସୋସିଆଲ ମିଡିଆରେ ବୁଲିପାରେ ନେତାଙ୍କ ଡିପ୍ ଫେକ ଭିଡିଓ । ଏବେଠୁ ସଜାଗ ରହିବା ପାଇଁ ପୋଲିସକୁ ଦିଆଯାଉଛି ତାଲିମ୍ । କମିଶନରେଟ ପୋଲିସର ବଛା ବଛା ଅଫିସରଙ୍କୁ ଫ୍ୟାକ୍ଟ ଚେକ୍ କରିବା ପାଇଁ ଟ୍ରେନିଂ ଦିଆଯାଇଛି । ତାଲିମପ୍ରାପ୍ତ ଅଫିସରମାନେ ଡିପ୍ ଫେକ୍ ଫଟୋ ଓ ଭିଡିଓ ଚେକ୍ କରିବେ । ତାଙ୍କୁ ସହାୟତା କରିବେ ୨୦ ଜଣ ସାଇବର ଏକ୍ସପର୍ଟ । ଏହି ସୂଚନା ଦେଲେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

The post ଡିପ୍ ଫେକ୍ ଭିଡିଓ ପାଇଁ ପୋଲିସ ସଜାଗ, ବଛା ବଛା ଅଫିସରଙ୍କୁ ଦିଆଯାଉଛି ତାଲିମ୍ appeared first on KNews Odisha.