ଡିସେମ୍ବର ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା : ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ବର ୨୨।୮: ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ଡିସେମ୍ବର ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନ ସ୍କୁଲଠୁ ନେଇ କଲେଜ ସମସ୍ତଙ୍କୁ ସରକାରୀ ପଟ୍ଟା ଯୋଗାଇ ଦିଆଯିବ । ୨୪ ବର୍ଷର ସରକାର ସମୟରେ ଅନେକ ସ୍କୁଲ କଲେଜର ନିଜସ୍ୱ ଜମି ନଥିଲା । ଅନ୍ୟ କାହା ଜମିରେ ସ୍କୁଲ କଲେଜ ଚାଲିଥିଲା । କିନ୍ତୁ ବର୍ତ୍ତମାନର ମୋହନ ସରକାର ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ସମସ୍ତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ନିଜସ୍ୱ ଜମି ପଟ୍ଟା ପହଞ୍ଚାଇବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।You Can Read:ଜମି ଦଲାଲଙ୍କ ସହ ମିଶି ଜାଲିଆତି କରିବା ମାମଲା : ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସିନିୟର କ୍ଲର୍କ ଗିରଫ
ଭୁବନେଶ୍ବର ୨୨।୮: ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ଡିସେମ୍ବର ଶେଷ ସୁଦ୍ଧା ସବୁ ଶିକ୍ଷାନୁଷ୍ଠାନ ସ୍କୁଲଠୁ ନେଇ କଲେଜ ସମସ୍ତଙ୍କୁ ସରକାରୀ ପଟ୍ଟା ଯୋଗାଇ ଦିଆଯିବ । ୨୪ ବର୍ଷର ସରକାର ସମୟରେ ଅନେକ ସ୍କୁଲ କଲେଜର ନିଜସ୍ୱ ଜମି ନଥିଲା । ଅନ୍ୟ କାହା ଜମିରେ ସ୍କୁଲ କଲେଜ ଚାଲିଥିଲା । କିନ୍ତୁ ବର୍ତ୍ତମାନର ମୋହନ ସରକାର ପ୍ରାଥମିକ ସ୍କୁଲରୁ ଆରମ୍ଭ କରି ସମସ୍ତ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ନିଜସ୍ୱ ଜମି ପଟ୍ଟା ପହଞ୍ଚାଇବେ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
You Can Read:
ଜମି ଦଲାଲଙ୍କ ସହ ମିଶି ଜାଲିଆତି କରିବା ମାମଲା : ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ ସିନିୟର କ୍ଲର୍କ ଗିରଫ