ଡେସ୍କରେ ବସି ଏକ୍ସରସାଇଜ୍

ଡେସ୍କ ଉପରେ ପଢା ବହି ସବୁ ଥୁଆ ହୋଇଛି । ଆଉ ଏ ସ୍କୁଲ ଡ୍ରେସରୁ ଆପଣ ନିଶ୍ଚିତ ଜାଣି ପାରୁଥିବେ ଯେ, ଇଏ ଜଣେ ସ୍କୁଲ ଛାତ୍ର। ହେଲେ ତାଙ୍କ ଏ ପାଠପଢା ଟେବୁଲଟି ସାଧାରଣ ନୁହେଁ। କାରଣ ଏ ଡେକ୍ସ ଉପରେ ବ୍ୟାୟାମ କରିବା ଲାଗି କିଛି ବ୍ୟବସ୍ଥା ହୋଇଛି।