ଡ୍ରାଇଭର ପିଇନଥିଲେ ମଦ, ଫସେଇ ଦେଲା ପାଚିଲା ପଣସ

ପଣସ ଖାଇଥିଲେ ବୋଲି ରାଜ୍ୟ ପରିବହନ ବିଭାଗ କାଟିଥା’ନ୍ତା ମୋଟା ଅଙ୍କର ଚାଲାଣ । ମାତ୍ର ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଓ ନିଜକୁ ମଦ୍ୟପ ନୁହେଁ ବୋଲି ପ୍ରମାଣ କରିପାରୁ ସେ ପରିବହନ ବିଭାଗ ନିକଟକୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଡ୍ରାଇଭର ପିଇନଥିଲେ ମଦ, ଫସେଇ ଦେଲା ପାଚିଲା ପଣସ
Array