ଡ୍ରାଇଭର ମହାସଂଘର ଅଲ୍ଟିମେଟମ୍ || BADA KHABAR TV
ସମୟ ଗଡୁଛି ଡ୍ରାଇଭରଙ୍କ ଆନେ୍ଦାଳନ ଜୋର ଧରୁଛି । ହକ୍ର ନିର୍ଣ୍ଣାୟକ ଲଢେଇ ଲଢୁଛି ଡ୍ରାଇଭର ମହାସଂଘ । ସରକାରଙ୍କ ଠାରୁ ଲିଖିତ ଉତ୍ତର ଅପେକ୍ଷାରେ ଅଡି ବସିଛନ୍ତି ଡ୍ରାଇଭର । ତୃତୀୟ ଦିନରେ ...