ଡ୍ରେନକୁ ପଶିଗଲା ୧୨ ଚକିଆ ଟ୍ରକ
ପାଟଣା : ୨୨୦ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ନିକଟସ୍ଥ କଟରାବେଡା – ଚିକିଣିଆ ମଧ୍ୟରେ ଏକ ୧୨ ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ଡ୍ରେନକୁ ପଶିଯିବାରୁ ଏହାର ଆଗ ଚକ ଗାଡ଼ିରୁ ଅଲଗା ହୋଇଯାଇଛି। ତେବେ ଚାଳକ ସୁରକ୍ଷିତ ଥିବା ଜଣାପଡିଛି। ଢେଙ୍କିକୋଟ ପୁଲିସ ଦୁର୍ଘଟଣାର ତଦନ୍ତ କରିଛି।