ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି: ଯେତେ ଖୋଜିଲେ ସେତେ ମିଳୁଛି
ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ): ରେମୁଣା ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି। ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡାଇଦେଲା ଭଳି ବିଦ୍ୟାଧର ପତିଙ୍କ ସମ୍ପତ୍ତି। ଭିଜିଲାନ୍ସ କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େେଇ କୋଟି ଟଙ୍କାର ଫ୍ଲାଟ ଠାବ କରିଛି । ଭିଜିଲାନ୍ସ ପକ୍ଷରୁ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଛି। ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ […] The post ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି: ଯେତେ ଖୋଜିଲେ ସେତେ ମିଳୁଛି appeared first on Dharitri Odia News.
ବାଲେଶ୍ୱର,୧୨।୨(ବାଞ୍ଛାନିଧି ଦେ): ରେମୁଣା ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି। ଭିଜିଲାନ୍ସ ଅଧିକାରୀଙ୍କ ହୋସ ଉଡାଇଦେଲା ଭଳି ବିଦ୍ୟାଧର ପତିଙ୍କ ସମ୍ପତ୍ତି। ଭିଜିଲାନ୍ସ କୋଟିଏ ଟଙ୍କାର ପୋଷ୍ଟାଲ ଜମା ସହ ଅଢ଼େେଇ କୋଟି ଟଙ୍କାର ଫ୍ଲାଟ ଠାବ କରିଛି । ଭିଜିଲାନ୍ସ ପକ୍ଷରୁ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ କାର୍ୟ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱରର ତିନୋଟି ସ୍ଥାନ, ବାଲେଶ୍ବର କୁରୁଡା ଏବଂ ସୋର ମଧ୍ୟ ଚଢ଼ାଉ ହୋଇଛି। ଚଢ଼ାଉରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଭିଜିଲାନ୍ସ ହାତରେ ଲାଗିଛି। ବାବୁଙ୍କ ଠାରୁ ୯୧୭ ଗ୍ରାମ ସୁନା ଜବତ କହୋଇଛି। ଏହାସହ ୧ କୋଟି ଟଙ୍କାର ପୋଷ୍ଟାଲ ଡିପୋଜିଟ ଓ ୨୦ ଲକ୍ଷ ଟଙ୍କାର ନଗଦ କାରବାର ହୋଇଥିବା ନେଇ ଯାଞ୍ଚ କରାଯାଉଛି।
The post ତହସିଲଦାରଙ୍କ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି: ଯେତେ ଖୋଜିଲେ ସେତେ ମିଳୁଛି appeared first on Dharitri Odia News.