ତହସିଲଦାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ୍
ବିଡିଓଙ୍କ ପରେ ତହସଲିଦାରମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ତାଗିଦ । ସମୟ ଭିତରେ ଲୋକଙ୍କ ସମସ୍ୟା ସମାଧାନ କର । ଅଭିଯୋଗ ନେଇ ଯେମିତି କେହି ଭୁବନେଶ୍ୱର ନଆସନ୍ତୁ । ଜମିଜମା କାରବାର ବେଳେ ସ୍ବଚ୍ଛତା ରଖ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବରଦାସ୍ତ କରିବେନି ମୋହନ ସରକାର ।