ତାଣ୍ଡବ ରଚିଲା କାଳବୈଶାଖୀ, ପ୍ରବଳ ବର୍ଷା ସହ ପବନରେ ଭାଙ୍ଗିଲା ଘର

ଝାରସୁଗୁଡା ୧୪।୬: ତାଣ୍ଡବ ରଚିଲା କାଳବୈଶାଖୀ l ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହୋଇଛି l ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଯୋଗୁଁ ଜିଲ୍ଲାର ବୁଡିପଦର ଏବଂ ବ୍ରଜରାଜନଗର ଅଂଚଳରେ ଅନେକ ଘର ଭାଙ୍ଗି ଯାଇଛି l ଜୋର ପବନରେ ଘରର ଆଜବେଷ୍ଟସ ଉଡିଯିବା ସହ ଘର ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଛି l ଏହାସହ ଅନେକ ବିଦ୍ୟୁତ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ମଧ୍ୟ ଉପୁଡି ପଡିଛ lYou Can Read :ଢେଙ୍କାନାଳ ଶାସନ ଛକ ନିକଟରେ ଅଘଟଣ : ମାଟି କାନ୍ଥ ପଡି ମହିଳାଙ୍କ ମୃତ୍ୟୁ

ତାଣ୍ଡବ ରଚିଲା କାଳବୈଶାଖୀ, ପ୍ରବଳ ବର୍ଷା ସହ ପବନରେ ଭାଙ୍ଗିଲା ଘର

ଝାରସୁଗୁଡା ୧୪।୬: ତାଣ୍ଡବ ରଚିଲା କାଳବୈଶାଖୀ l ଝାରସୁଗୁଡା ଜିଲ୍ଲାର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ହୋଇଛି l ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଯୋଗୁଁ ଜିଲ୍ଲାର ବୁଡିପଦର ଏବଂ ବ୍ରଜରାଜନଗର ଅଂଚଳରେ ଅନେକ ଘର ଭାଙ୍ଗି ଯାଇଛି l ଜୋର ପବନରେ ଘରର ଆଜବେଷ୍ଟସ ଉଡିଯିବା ସହ ଘର ଭିତରେ ଥିବା ସାମଗ୍ରୀ ନଷ୍ଟ ହୋଇଛି l ଏହାସହ ଅନେକ ବିଦ୍ୟୁତ ଖୁଣ୍ଟ ଏବଂ ବଡ଼ ବଡ଼ ଗଛ ମଧ୍ୟ ଉପୁଡି ପଡିଛ l

You Can Read :

ଢେଙ୍କାନାଳ ଶାସନ ଛକ ନିକଟରେ ଅଘଟଣ : ମାଟି କାନ୍ଥ ପଡି ମହିଳାଙ୍କ ମୃତ୍ୟୁ