ତାଣ୍ଡବ ରଚିଲା କାଳବୈଶାଖୀ, ପ୍ରବଳ ବେଗରେ ମାଡ଼ି ଆସିଲା ପବନ ଦୁଲଦାଲ ହୋଇ ରାସ୍ତାରେ ଶୋଇଲା ବଡ଼ ବଡ଼ ଗଛ..
ଜଳୁଥିଲା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗାରାବନ୍ଧ ଗ୍ରାମାଞ୍ଚରେ ଆଜି ଅପରାହ୍ନ ସମୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ପବନ ହୋଇଥିଲା । ଗତ କିଛି ଦିନ ହେଲା ଗ୍ରୀଷ୍ମର ଉତ୍ତାପ ଲାଗି ରହିଥିବା ଯୋଗୁଁ ଏହି ବର୍ଷା ଲୋକଙ୍କୁ ସାମାନ୍ୟ ଆସ୍ୱସ୍ଥ