ତାତିରୁ ମିଳିଲା ତ୍ରାହି, ରାଜଧାନୀରେ ପ୍ରବଳ ଘଡଘଡି ସହ ବର୍ଷା
ଭୁବନେଶ୍ବର ୭।୪: ତାତିରୁ ମିଳିଲା ତ୍ରାହି । କାଳବୈଶାଖୀ ଦେଲା ଆଶ୍ବସ୍ତି । ପ୍ରବଳ ତାତି ଭିତରେ ବର୍ଷାରେ ଭିଜିଲା ରାଜଧାନୀ ସହ ରାଜ୍ୟର ଅନେକ ଜିଲ୍ଲା । ବିଜୁଳି ଘଡଘଡି ସାଙ୍ଗକୁ ଡରାଇଲା ପ୍ରବଳ ବର୍ଷା । କାଳବୈଶାଖୀ ସମୟରେ ରାଜଧାନୀ ରାଜରାସ୍ତା ଜଳମଗ୍ନ ହୋଇଛି । ବିଜୁଳି ଘଡଘଡି ସାଙ୍ଗକୁ ଲଗାଣ ବର୍ଷାରେ ବେହାଲ ରାଜରାସ୍ତା । ତିନିଦିନ ହେବ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ସନ୍ଧ୍ୟା ସାଢ଼େ ଟା ସମୟରୁ ଆରମ୍ଭ ହୋଇଛି ବର୍ଷା । ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳି ଘଡଘଡି ମାରି ଲଗାଣ ବର୍ଷା ଚାଲିଛି । ଲଗାଣ ବର୍ଷା ଯୋଗୁଁ ଗରମ ଉପରେ ପଡ଼ିଛି ସାମାନ୍ୟ ପ୍ରଭାବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହିପରି ପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।You Can Read :ଭାର୍ଗବୀ ନଦୀରେ ବୁଡ଼ି ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଦମକଳବାହିନୀ
ଭୁବନେଶ୍ବର ୭।୪: ତାତିରୁ ମିଳିଲା ତ୍ରାହି । କାଳବୈଶାଖୀ ଦେଲା ଆଶ୍ବସ୍ତି । ପ୍ରବଳ ତାତି ଭିତରେ ବର୍ଷାରେ ଭିଜିଲା ରାଜଧାନୀ ସହ ରାଜ୍ୟର ଅନେକ ଜିଲ୍ଲା । ବିଜୁଳି ଘଡଘଡି ସାଙ୍ଗକୁ ଡରାଇଲା ପ୍ରବଳ ବର୍ଷା । କାଳବୈଶାଖୀ ସମୟରେ ରାଜଧାନୀ ରାଜରାସ୍ତା ଜଳମଗ୍ନ ହୋଇଛି । ବିଜୁଳି ଘଡଘଡି ସାଙ୍ଗକୁ ଲଗାଣ ବର୍ଷାରେ ବେହାଲ ରାଜରାସ୍ତା । ତିନିଦିନ ହେବ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ ବର୍ଷା । ସନ୍ଧ୍ୟା ସାଢ଼େ ଟା ସମୟରୁ ଆରମ୍ଭ ହୋଇଛି ବର୍ଷା । ତୁହାକୁ ତୁହା ପବନ ସାଙ୍ଗକୁ ବିଜୁଳି ଘଡଘଡି ମାରି ଲଗାଣ ବର୍ଷା ଚାଲିଛି । ଲଗାଣ ବର୍ଷା ଯୋଗୁଁ ଗରମ ଉପରେ ପଡ଼ିଛି ସାମାନ୍ୟ ପ୍ରଭାବ। ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଏହିପରି ପାଗ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।
You Can Read :