ତିନି ଦିନ ଧରି ଅନୁଷ୍ଠିତ ମହିମା ମହୋତ୍ସବ ଉଦଯାପିତ

ଯାଜପୁର ୫।୫: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୋଲଣଗିରି ନାନକାର ସିଦ୍ଧପୀଠ ଠାରେ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ମହିମା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହିମା ଧର୍ମର ପ୍ରଚାରକ ମହାପୁରୁଷ ସନ୍ଥ କ୍ଷେତ୍ରବାସୀ ବାବାଙ୍କ ଜନ୍ମଜୟନ୍ତୀରେ ମହିମା ମହୋତ୍ସବ ପାଳିତ ହେଉଛି । ବ୍ରହ୍ମ ଧ୍ଵନୀ ସହ ସମାଜର ମଙ୍ଗଳ ପାଇଁ ପିତଳ ଝାଡ଼ରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳନ କରାଯାଉଛି । ତିନିଦିନ ଧରି ହୋମ ଯଜ୍ଞ ଅନୁଷ୍ଠିତ ହେଉଛି । ବାଜା ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥ ମାନେ ଯୋଗ ଦେଇଛନ୍ତି । ମହିମା ମହୋତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।You Can Read :ବାରବାଟୀ କଟକରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର, ପ୍ରଚାର ଆରମ୍ଭ କରିପାରି ନାହାଁନ୍ତି ବିଜେପି ପ୍ରାର୍ଥୀ

ତିନି ଦିନ ଧରି ଅନୁଷ୍ଠିତ ମହିମା ମହୋତ୍ସବ ଉଦଯାପିତ

ଯାଜପୁର ୫।୫: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କୋଲଣଗିରି ନାନକାର ସିଦ୍ଧପୀଠ ଠାରେ ମହିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ମହିମା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ମହିମା ଧର୍ମର ପ୍ରଚାରକ ମହାପୁରୁଷ ସନ୍ଥ କ୍ଷେତ୍ରବାସୀ ବାବାଙ୍କ ଜନ୍ମଜୟନ୍ତୀରେ ମହିମା ମହୋତ୍ସବ ପାଳିତ ହେଉଛି । ବ୍ରହ୍ମ ଧ୍ଵନୀ ସହ ସମାଜର ମଙ୍ଗଳ ପାଇଁ ପିତଳ ଝାଡ଼ରେ ଅଖଣ୍ଡ ଜ୍ୟୋତି ପ୍ରଜ୍ୱଳନ କରାଯାଉଛି । ତିନିଦିନ ଧରି ହୋମ ଯଜ୍ଞ ଅନୁଷ୍ଠିତ ହେଉଛି । ବାଜା ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପରିବେଶ । ବିଭିନ୍ନ ସ୍ଥାନରୁ ବହୁ ସାଧୁସନ୍ଥ ମାନେ ଯୋଗ ଦେଇଛନ୍ତି । ମହିମା ମହୋତ୍ସବରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

You Can Read :

ବାରବାଟୀ କଟକରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଜୋରଦାର, ପ୍ରଚାର ଆରମ୍ଭ କରିପାରି ନାହାଁନ୍ତି ବିଜେପି ପ୍ରାର୍ଥୀ