ତିନି ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ଲାଗିଲା କଟକଣା

ପଟ୍ଟାମୁଣ୍ଡାଇ ୦୧।୦୫ :  ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଆଜିଠାରୁ ବନ୍ଦ ରହିବ ଭିତରକନିକା । ରାଜନଗର ଉପଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖବର ଅନୁଯାୟୀ, କୁମ୍ଭୀର ପ୍ରଜନନ ପାଇଁ ବୁଧବାର ମାନେ ମେ ୧ ତାରିଖରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଯାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରହିବ ବନ୍ଦ । ମାନେ ପୁର ତିନି ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକ ଯାଇପାରିବେନାହିଁ । ଏହି ସମୟରେ ପୁରା ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।  

ତିନି ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ, କୁମ୍ଭୀର ପ୍ରଜନନ ପାଇଁ ଲାଗିଲା କଟକଣା

ପଟ୍ଟାମୁଣ୍ଡାଇ ୦୧।୦୫ :  ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଆଜିଠାରୁ ବନ୍ଦ ରହିବ ଭିତରକନିକା । ରାଜନଗର ଉପଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ଖବର ଅନୁଯାୟୀ, କୁମ୍ଭୀର ପ୍ରଜନନ ପାଇଁ ବୁଧବାର ମାନେ ମେ ୧ ତାରିଖରୁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ଯାହା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ରହିବ ବନ୍ଦ । ମାନେ ପୁର ତିନି ମାସ ଧରି ଭିତରକନିକା ଜାତୀୟ ଉଦ୍ୟାନକୁ ଦେଶ ବିଦେଶର ପର୍ଯ୍ୟଟକ ଯାଇପାରିବେନାହିଁ । ଏହି ସମୟରେ ପୁରା ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।