ତିନି ରଥ ନେବ ଦକ୍ଷିଣ ମୋଡ଼ || BADA KHABAR TV

#ଆଜି_ରଥର_ଦକ୍ଷିଣ_ମୋଡ଼ ଆଜିଠୁ ବାହୁଡ଼ା ପ୍ରସ୍ତୁତି, ତିନି ରଥ ନେବ ଦକ୍ଷିଣ ମୋଡ଼...ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ରଥକୁ ଶରଧାବାଲି ନିଆଯିବ...ଦିନ ୧୨ଟା ୩୦ରେ ରଥ ଆଜ୍ଞାମାଳ ବିଜେ ହେବ...ଆଜ୍ଞାମାଳ ଆସିବା ପରେ ରଥ ଦକ୍ଷିଣ ମୋଡ଼ ନେବ