‘ତୁମ ପ୍ରତି ମୋର ଆଶୀର୍ବାଦ ଅଛି, ବାପାଙ୍କୁ ଜଣାଇଦେବ'

ନବୀନ ନିବାସରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା।

‘ତୁମ ପ୍ରତି ମୋର ଆଶୀର୍ବାଦ ଅଛି, ବାପାଙ୍କୁ ଜଣାଇଦେବ'

ନବୀନ ନିବାସରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। କହିଲେ, ମୋର ଆଶୀର୍ବାଦ ତୁମ ଉପରେ ଅଛି, ଏକଥା ବାପାଙ୍କୁ ଜଣାଇଦେବ। ଅରବିନ୍ଦ ବାବୁ, ତୁମକୁ ବିଜୁ ଜନତା ଦଳକୁ ସ୍ବାଗତ। ସୂଚନାଯୋଗ୍ୟ ଯେ, ଆଜି ବିଜେଡିରେ ଯୋଗଦେଇଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ସେ ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।