ତୁରେକେଲା ପୁଲିସ ତରଫରୁ ଫ୍ଲାଗ ମାର୍ଚ୍ଚ
କଣ୍ଟାବାଞ୍ଜି : ତୁରେକେଲା ଥାନା ଅନ୍ତର୍ଗତ ତୁରେକେଲା ବ୍ଲକ ହେଡ଼କ୍ଵାଟର, ଲର୍କି ଗ୍ରାମ ଏବଂ ଝରଣୀ ଗ୍ରାମ ପଂଚାୟତର ତେତେଲଖୁଣ୍ଟି ଓ ଝରଣୀ ଗାଁରେ ଆଜି ଅବାଧ ନିର୍ବାଚନ ସହିତ ଅସାମାଜିକ ତତ୍ତ୍ୱ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ପୁଲିସ ଏସଡ଼ିପିଓ ଗୌରାଙ୍ଗ ସାହୁ ଥାନା ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ ସାହୁ ସିଆରପିଏଫ ସହକାରୀ କାମାଣ୍ଡେଣ୍ଟ ଲକମିନ୍ଦର ସିଂ ନେତୃତ୍ୱ ରେ ସ୍ଥାନୀୟ ପୁଲିସ, ଏପିଆର ଫୋର୍ସ, ହୋମଗାର୍ଡ, ସିଆରପିଏଫ ଯବାନ ଫ୍ଲାଗ ମାର୍ଚ୍ଚ କରିଥିଲେ।