ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା
ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା । ସେ ଶାବକକୁ ଜନ୍ମ ଦେଇଛି । ନନ୍ଦନକାନନରେ ମୋଟ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ । ସେହିପରି ଆଗକୁ ମଧ୍ୟ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । […] The post ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା appeared first on KNews Odisha.

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା । ସେ ଶାବକକୁ ଜନ୍ମ ଦେଇଛି । ନନ୍ଦନକାନନରେ ମୋଟ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ ।
ସେହିପରି ଆଗକୁ ମଧ୍ୟ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ଜରିଆରେ ବାଘକୁ ନିରୀକ୍ଷଣ କରାଯାଉଛି। ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା ୨୮କୁ ବୃଦ୍ଧିପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।
Also read: ନନ୍ଦନକାନନରେ ଆଖି ବୁଜିଲା ସିଂହୀ ରେୱା, ଚଳିତ ମାସ ଜାନୁଆରୀ ୨୫ରେ ଛୁଆ ଜନ୍ମ ଦେଇଥିଲା
The post ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା appeared first on KNews Odisha.