ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କଲେ ଲାଲୁ ପ୍ରସାଦ

ବଡ଼ ପୁଅ ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କଲେ ଲାଲୁ ପ୍ରସାଦ ଯାଦବ। ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ୬ ବର୍ଷ ପାଇଁ ବହିଷ୍କାର କଲେ ଓ ପରିବାରରୁ ବିଦା ନେଇ ବି ‘ଏକ୍ସ’ରେ ସୂଚନା ଦେଲେ RJD ସୁପ୍ରିମୋ।

ତେଜ ପ୍ରତାପଙ୍କୁ RJDରୁ ବହିଷ୍କାର କଲେ ଲାଲୁ ପ୍ରସାଦ
Array