ତେଜୁଛି କୃଷକ ଆନ୍ଦୋଳନ । ଆନ୍ଦୋଳନରେ ଯୋଗଦେବାକୁ ଜନତାଙ୍କୁ କଲେ ଅପିଲ, ସରକାରଙ୍କୁ ଘେରିଲେ କୃଷକ ନେତା

କନକ ବ୍ୟୁରୋ : ତେଜୁଛି କୃଷକଙ୍କ ଆନ୍ଦୋଳନ। କୋଣସି ଦାବି ପୂରଣ କରୁନଥିବା କହି ସରକାରଙ୍କୁ ସମାଲୋଚନା କଲେ କୃଷକ ନେତା ।  ଜନସାଧାରଣଙ୍କୁ ସମର୍ଥନ ପାଇଁ କଲେ ଅପିଲ। ଦିଲ୍ଲୀ ଆନ୍ଦୋଳନର ୩୦୫ ଦିନ ପରେ ବି ଦାବି ପୂରଣ କରାଉନଥିବା କହି ବର୍ଷିଲେ ସରୱଣ ସିଂ। ସରକାରଙ୍କ କୃଷକଙ୍କ କଥା ଶୁଣୁନାହାଁନ୍ତି, ତେଣୁ ଜନସାଧାରଣଙ୍କଠୁ ସମର୍ଥନ ଲୋଡିଛନ୍ତି କୃଷକ ନେତା ସରୱଣ ସିଂ।  