ତ୍ରିଶୁଳିଆ ନେତାଜୀ ସେତୁ ଉପରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଦୁଇ ମୃତ

କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ତେବେ ଦୁଇଜଣ ସ୍କୁଟି ଆରୋହୀ କଟକ ଆଡୁ ନେତାଜୀ ସେତୁ ଦେଇ ଭୁବନେଶ୍ୱର ଆଡ଼କୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ମୃତକ ଦୁଇଜଣ କଟକ ଅଲିଶାବଜାର ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ମୃତକଙ୍କୁ ଏସସିବି ନିଆଯାଇଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ କଟକ ଟ୍ରାଫିକ […] The post ତ୍ରିଶୁଳିଆ ନେତାଜୀ ସେତୁ ଉପରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଦୁଇ ମୃତ appeared first on KNews Odisha.

ତ୍ରିଶୁଳିଆ ନେତାଜୀ ସେତୁ ଉପରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଦୁଇ ମୃତ
accident-

କଟକ : କଟକ ତ୍ରିଶୁଳିଆ ନେତାଜୀ ସେତୁ ଉପରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା । ତେବେ ଦୁଇଜଣ ସ୍କୁଟି ଆରୋହୀ କଟକ ଆଡୁ ନେତାଜୀ ସେତୁ ଦେଇ ଭୁବନେଶ୍ୱର ଆଡ଼କୁ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି । ମୃତକ ଦୁଇଜଣ କଟକ ଅଲିଶାବଜାର ଅଞ୍ଚଳର ବୋଲି ଜଣାପଡ଼ିଛି । ଦୁଇ ମୃତକଙ୍କୁ ଏସସିବି ନିଆଯାଇଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ ଓ କଟକ ଟ୍ରାଫିକ ପୋଲିସ ପହଞ୍ଚି ତ୍ରିସୂଳିଆ ବ୍ରିଜ ଉପର ଭିଡ଼କୁ ନିୟନ୍ତ୍ରଣ କରିଛି ।

The post ତ୍ରିଶୁଳିଆ ନେତାଜୀ ସେତୁ ଉପରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ଦୁଇ ମୃତ appeared first on KNews Odisha.