ଥଇଥାନ ଦାବିରେ ସିଏମସି ଅଫିସ ସମ୍ମୁଖରେ ୪ ପରିବାରର ଧାରଣା

କଟକ ୧୫।୩: ଥଇଥାନ ଦାବିରେ କଟକ ମେରିଆ ବଜାର ଅଞ୍ଚଳର ୪ଟି ପରିବାରର ଧାରଣା ଦେଇଛନ୍ତି । ସିଏମସି ମୁଖ୍ୟାଳୟ ଆଗରେ ପରିବାରର ସମସ୍ତ ସଦସ୍ୟ ଧାରଣା ଦେବା ସହିତ, ଘରର ସମସ୍ତ ଆସବାବପତ୍ରକୁ ସିଏମସି କାର୍ଯ୍ୟାଳୟ ଆଗରେ ରଖି ଦେଇଛନ୍ତି । ସେମାନଙ୍କର ଅଭିଯୋଗ ହେଲା କି କୌଣସି ଆଗୁଆ ସୂଚନା ନଦେଇ ସିଏମସି କର୍ତ୍ତୃପକ୍ଷ ସେମାନଙ୍କୁ ବେଦଖଲ କରିଛନ୍ତି । ଯଦ୍ୱାରା ସେମାନେ ବେଘର ହେବା ସହିତ ନିଜର ବୃତ୍ତି ହରାଇଛନ୍ତି । ଅବଶ୍ୟ ଏନେଇ ସେମାନେ ସିଏମସି ଅଧିକାରୀ ମାନଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆ ନଯିବା ଯୋଗୁଁ ଆଜିଠାରୁ ଧାରଣା ଆରମ୍ଭ ହୋଇଛି ।You Can Read :ଯାଦବ ଭବନ ନିର୍ମାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଓଡ଼ିଶା ଯାଦବ ମହାସଭା

ଥଇଥାନ ଦାବିରେ ସିଏମସି ଅଫିସ ସମ୍ମୁଖରେ ୪ ପରିବାରର ଧାରଣା

କଟକ ୫।୩: ଥଇଥାନ ଦାବିରେ କଟକ ମେରିଆ ବଜାର ଅଞ୍ଚଳର ୪ଟି ପରିବାରର ଧାରଣା ଦେଇଛନ୍ତି । ସିଏମସି ମୁଖ୍ୟାଳୟ ଆଗରେ ପରିବାରର ସମସ୍ତ ସଦସ୍ୟ ଧାରଣା ଦେବା ସହିତ, ଘରର ସମସ୍ତ ଆସବାବପତ୍ରକୁ ସିଏମସି କାର୍ଯ୍ୟାଳୟ ଆଗରେ ରଖି ଦେଇଛନ୍ତି । ସେମାନଙ୍କର ଅଭିଯୋଗ ହେଲା କି କୌଣସି ଆଗୁଆ ସୂଚନା ନଦେଇ ସିଏମସି କର୍ତ୍ତୃପକ୍ଷ ସେମାନଙ୍କୁ ବେଦଖଲ କରିଛନ୍ତି । ଯଦ୍ୱାରା ସେମାନେ ବେଘର ହେବା ସହିତ ନିଜର ବୃତ୍ତି ହରାଇଛନ୍ତି । ଅବଶ୍ୟ ଏନେଇ ସେମାନେ ସିଏମସି ଅଧିକାରୀ ମାନଙ୍କୁ ବାରମ୍ବାର ଗୁହାରି କରିଛନ୍ତି । କିନ୍ତୁ କୌଣସି ପଦକ୍ଷେପ ନିଆ ନଯିବା ଯୋଗୁଁ ଆଜିଠାରୁ ଧାରଣା ଆରମ୍ଭ ହୋଇଛି ।

You Can Read :

ଯାଦବ ଭବନ ନିର୍ମାଣ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଓଡ଼ିଶା ଯାଦବ ମହାସଭା