ଥମିବ କି ଯାତ୍ରା ବିବାଦ

#ଥମିବ_କି_ଯାତ୍ରା_ବିବାଦ? ଯାତ୍ରା କଳାକାର ଓ ଯାତ୍ରା ମାଲିକ ବିବାଦ ଭିତରେ ମାଲିକ ସଂଘ ଉପସଭାପତିଙ୍କ ବଡ଼ ପ୍ରତିକ୍ରିୟା । ନରୀ ପଣ୍ଡା ଓ ପ୍ରତାପ ମହାନ୍ତିଙ୍କ ଉପରୁ ହଟିପାରେ ବୟକଟ୍ ।

ଥମିବ କି ଯାତ୍ରା ବିବାଦ
Array