ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ
ସିଓଲ,୬ା୧: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ସୈନ୍ୟ ଶନିବାର କହିଛନ୍ତି, ଦକ୍ଷିଣ କୋରିଆ ସହିତ ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଆଜି ୬୦ରୁ ଅଧିକ ଗୁଳି ଚଳାଇଛି। ଉତ୍ତର କୋରିଆ ଦ୍ୱାରା ଏହି ଗୁଳି ବିନିମୟ ପରେ ଦକ୍ଷିଣ କୋରିଆ କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରିଛି। ଉତ୍ତର କୋରିଆ ମଧ୍ୟ ଶୁକ୍ରବାର ମଧ୍ୟ […] The post ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ appeared first on Dharitri Odia News.
ସିଓଲ,୬ା୧: ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଦକ୍ଷିଣ କୋରିଆର ସୈନ୍ୟ ଶନିବାର କହିଛନ୍ତି, ଦକ୍ଷିଣ କୋରିଆ ସହିତ ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଆଜି ୬୦ରୁ ଅଧିକ ଗୁଳି ଚଳାଇଛି। ଉତ୍ତର କୋରିଆ ଦ୍ୱାରା ଏହି ଗୁଳି ବିନିମୟ ପରେ ଦକ୍ଷିଣ କୋରିଆ କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରିଛି।
ଉତ୍ତର କୋରିଆ ମଧ୍ୟ ଶୁକ୍ରବାର ମଧ୍ୟ ଏହି ଅଞ୍ଚଳରେ ୨୦୦ରୁ ଅଧିକ ଗୁଳିମାଡ଼ କରିଥିଲା।
ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ କହିଛନ୍ତି, ସ୍ଥାନୀୟ ସମୟ ପ୍ରାୟ ୪ରୁ ୫ଟା ପର୍ଯ୍ୟନ୍ତ ଉତ୍ତର କୋରିଆ ଉତ୍ତର-ପଶ୍ଚିମ ୟୋନ ପ୍ୟୋଙ୍ଗ ଦ୍ୱୀପରେ ଗୁଳି ଚଳାଇଥିଲା। ଏଥି ସହିତ ଉତ୍ତର କୋରିଆର ଏହି ଗୁଳି ବିନିମୟ ପରେ ଦକ୍ଷିଣ କୋରିଆ କୋରିଆ ଉପଦ୍ୱୀପରେ ଶାନ୍ତି ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ବନ୍ଦ କରିବାକୁ ଅନୁରୋଧ କରିଛି।
The post ଦକ୍ଷିଣ କୋରିଆ ଉପରେ ଉତ୍ତର କୋରିଆର ପୁଣି ଗୁଳି ବର୍ଷଣ appeared first on Dharitri Odia News.