ଦକ୍ଷିଣ କୋରିଆକୁ ଚେତାବନୀ ଦେଲେ କିମ୍ଙ୍କ ଭଉଣୀ
ପ୍ୟୋଙ୍ଗ୍ୟାଙ୍ଗ,୭ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିକଟରେ ଦକ୍ଷିଣ କୋରିଆ ସେନା କହିଛି, ଶନିବାର ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଦ୍ୱାର ୬୦ରୁ ଅଧିକ ଆର୍ଟିଲିରି ସେଲ୍ ଗୁଳି ଚଳାଇଥିଲା। ଏହା ପରେ ପୂର୍ବ ଦିନ ମଧ୍ୟ ୨୦୦ରୁ ଅଧିକ ଗୁଳିମାଡ଼ କରାଯାଇଥିଲା। ଅନ୍ୟପକ୍ଷରେ […] The post ଦକ୍ଷିଣ କୋରିଆକୁ ଚେତାବନୀ ଦେଲେ କିମ୍ଙ୍କ ଭଉଣୀ appeared first on Dharitri Odia News.
ପ୍ୟୋଙ୍ଗ୍ୟାଙ୍ଗ,୭ା୧: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ଙ୍କ ଭଉଣୀ ଦକ୍ଷିଣ କୋରିଆକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଉତ୍ତେଜିତ କରିବାକୁ ଚେଷ୍ଟା କରନ୍ତି ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ନିକଟରେ ଦକ୍ଷିଣ କୋରିଆ ସେନା କହିଛି, ଶନିବାର ବିବାଦୀୟ ସାମୁଦ୍ରିକ ସୀମା ନିକଟରେ ଉତ୍ତର କୋରିଆ ଦ୍ୱାର ୬୦ରୁ ଅଧିକ ଆର୍ଟିଲିରି ସେଲ୍ ଗୁଳି ଚଳାଇଥିଲା। ଏହା ପରେ ପୂର୍ବ ଦିନ ମଧ୍ୟ ୨୦୦ରୁ ଅଧିକ ଗୁଳିମାଡ଼ କରାଯାଇଥିଲା। ଅନ୍ୟପକ୍ଷରେ ଆଉ ଏକ ବିବୃତ୍ତିରେ କିମ୍ କହିଛନ୍ତି, ମୁଁ ଆପଣଙ୍କୁ ପୁଣି ଥରେ କହୁଛି କି ଆମର ସେନାର ଟ୍ରିଗର ଖୋଲା ଅଛି।
The post ଦକ୍ଷିଣ କୋରିଆକୁ ଚେତାବନୀ ଦେଲେ କିମ୍ଙ୍କ ଭଉଣୀ appeared first on Dharitri Odia News.