ଦନ୍ତା ହାତୀର ମୃତହେଦ ଉଦ୍ଧାର: ମାରି ଦିଆଯାଇଥିବା ସନ୍ଦେହ
ହାଟଡିହୀ,୧୯।୬(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଆଶ୍ରମ ସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ହାତୀଟି ହଦଗଡରୁ ଆସି ଏoହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା। ତେବେ ଦନ୍ତା ହାତୀର ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିବାବେଳେ ଦନ୍ତାଟିକୁ ମାରି ଦିଆଯାଇଥିବା ଆଲୋଚନା ହେଉଛି। ହଦଗଡ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତହେଦହ ପଡିଥିବା ସିଲ୍ କରିଛି। କୌଣସି […] The post ଦନ୍ତା ହାତୀର ମୃତହେଦ ଉଦ୍ଧାର: ମାରି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.
ହାଟଡିହୀ,୧୯।୬(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଆଶ୍ରମ ସ୍କୁଲ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ବାଡ଼ି ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ଉକ୍ତ ହାତୀଟି ହଦଗଡରୁ ଆସି ଏoହି ଅଞ୍ଚଳରେ ଚଳପ୍ରଚଳ କରୁଥିଲା। ତେବେ ଦନ୍ତା ହାତୀର ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିବାବେଳେ ଦନ୍ତାଟିକୁ ମାରି ଦିଆଯାଇଥିବା ଆଲୋଚନା ହେଉଛି। ହଦଗଡ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତହେଦହ ପଡିଥିବା ସିଲ୍ କରିଛି। କୌଣସି ବ୍ୟକ୍ତିଙ୍କୁ ସେଠାକୁ ଛାଡି ଦିଆଯାଉନାହିଁ।
The post ଦନ୍ତା ହାତୀର ମୃତହେଦ ଉଦ୍ଧାର: ମାରି ଦିଆଯାଇଥିବା ସନ୍ଦେହ appeared first on Dharitri Odia News.