ଦଳ ଟିକେଟ ନ ଦେବାରୁ ସ୍ୱାଧୀନ ଭାବେ ଲଢ଼ିଥିଲେ ନିର୍ବାଚନ
ଘରର ପରିସ୍ଥିତି ତାଙ୍କୁ ରାଜନୀତି ଛାଡ଼ିବାକୁ ବାଧ୍ୟ କଲା। ୨୦୦୪ରେ ସେ ରାଜନୀତିରୁ ପୂରା ଦୂରେଇ ଗଲେ।
ରାସ୍ତାକଡ଼ରେ ବରା ବିକ୍ରି କରୁଛନ୍ତି ପୂର୍ବତନ ବିଧାୟକ ପ୍ରାର୍ଥୀ ମଙ୍ଗୁଳି ସାହୁ। ୧୯୯୫ରେ ବିଧାନସଭା ନିର୍ବାଚନ ଲଢ଼ିଥିବା ମଙ୍ଗୁଳି ୨୦୦୪ରୁ ରାଜନୀତି ଛାଡ଼ି ଦେଇଛନ୍ତି। ରାଜନୀତିରୁ ତାଙ୍କୁ କିଛି ମିଳି ନାହିଁ ବୋଲି ସେ କହନ୍ତି। ଦେଖନ୍ତୁ ତାଙ୍କ ସଂପର୍କରେ ଏହି ରିପୋର୍ଟ।