ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ୍
ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ ଦଳ ତାଙ୍କ ଝିଆରୀ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଟିକେଟ୍ ଦେଇଛି। ବିଜେଡି ବ୍ରହ୍ମଗିରି ଆସନରୁ ଉମାକାନ୍ତ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି। ଉମାକାନ୍ତ ଏବେ ସତ୍ୟବାଦୀ ବିଧାୟକ ଅଛନ୍ତି। The post ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ୍ appeared first on Dharitri Odia News.
ଭୁବନେଶ୍ୱର,୨।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଥିରେ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ନାହିଁ। ତାଙ୍କ ବଦଳରେ ଦଳ ତାଙ୍କ ଝିଆରୀ ତଥା ସ୍ବର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କୁ ଟିକେଟ୍ ଦେଇଛି। ବିଜେଡି ବ୍ରହ୍ମଗିରି ଆସନରୁ ଉମାକାନ୍ତ ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଛି। ଉମାକାନ୍ତ ଏବେ ସତ୍ୟବାଦୀ ବିଧାୟକ ଅଛନ୍ତି।
The post ଦାଦାଙ୍କ ବଦଳରେ ଝିଆରୀଙ୍କୁ ମିଳିଲା ଟିକେଟ୍ appeared first on Dharitri Odia News.