ଦାଦାବଟିକୁ କେନ୍ଦ୍ରକରି ବୋମା ମାଡ଼ ! ବୋମା ପକାଇ ଜେସିବି ଭାଙ୍ଗିଲେ ଦୁର୍ବୃତ୍ତ

ପିପିଲି ୨୯।୧୨: ଦାଦାବଟିକୁ କେନ୍ଦ୍ରକରି ବୋମା ମାଡ଼ । କେନାଲ କାମ ଚାଲୁଥିବା ବେଳେ ବୋମା ମାଡ଼ ହୋଇଥିବା ଜଣାପଡିଛି । ପୁରୀ ଜିଲ୍ଲା ପିପିଲି ସହଜପୁର ପଞ୍ଚାୟତର ପୋସଲ ମାଇନର କେନାଲ କାମ ଚାଲୁଥିବା ବେଳେ ବୋମା ପକାଇ ଜେସିବି ମେସିନ ଭାଙ୍ଗିଛନ୍ତି ଦୁର୍ବୃତ୍ତ । ପାଖାପାଖି ୫ରୁ ୬ଟି ବୋମା ପକାଯାଇଥିବା ସୂଚନା ମିଳିଛି । କେନାଲ କାମରେ ନିୟୋଜିତ ଥିବା କର୍ମଚାରୀଙ୍କ କ୍ୟାମ୍ପ ଉପରକୁ ଲକ୍ଷ କରି ଏହି ବୋମା ମାଡ଼ ହୋଇଥିବା ଜଣାପଡିଛି ।You Can Read:ଅଦରକାରୀ ଜିନିଷରୁ ମା’ କଟକ ଚଣ୍ଡୀଙ୍କ ନୂଆ ପ୍ରକଳ୍ପ ମଡେଲ୍‌ ପ୍ରସ୍ତୁତ କଲେ ଚିତ୍ର ଶିଳ୍ପୀ ସ୍ମୃତି ରଞ୍ଜନ ମହାନ୍ତି

ଦାଦାବଟିକୁ କେନ୍ଦ୍ରକରି ବୋମା ମାଡ଼ ! ବୋମା ପକାଇ ଜେସିବି ଭାଙ୍ଗିଲେ ଦୁର୍ବୃତ୍ତ

ପିପିଲି ୨୯।୧୨: ଦାଦାବଟିକୁ କେନ୍ଦ୍ରକରି ବୋମା ମାଡ଼ । କେନାଲ କାମ ଚାଲୁଥିବା ବେଳେ ବୋମା ମାଡ଼ ହୋଇଥିବା ଜଣାପଡିଛି । 

ପୁରୀ ଜିଲ୍ଲା ପିପିଲି ସହଜପୁର ପଞ୍ଚାୟତର ପୋସଲ ମାଇନର କେନାଲ କାମ ଚାଲୁଥିବା ବେଳେ ବୋମା ପକାଇ ଜେସିବି ମେସିନ ଭାଙ୍ଗିଛନ୍ତି ଦୁର୍ବୃତ୍ତ । ପାଖାପାଖି ୫ରୁ ୬ଟି ବୋମା ପକାଯାଇଥିବା ସୂଚନା ମିଳିଛି । କେନାଲ କାମରେ ନିୟୋଜିତ ଥିବା କର୍ମଚାରୀଙ୍କ କ୍ୟାମ୍ପ ଉପରକୁ ଲକ୍ଷ କରି ଏହି ବୋମା ମାଡ଼ ହୋଇଥିବା ଜଣାପଡିଛି ।

You Can Read:

ଅଦରକାରୀ ଜିନିଷରୁ ମା’ କଟକ ଚଣ୍ଡୀଙ୍କ ନୂଆ ପ୍ରକଳ୍ପ ମଡେଲ୍‌ ପ୍ରସ୍ତୁତ କଲେ ଚିତ୍ର ଶିଳ୍ପୀ ସ୍ମୃତି ରଞ୍ଜନ ମହାନ୍ତି