ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ଗୁରୁତର ୨ ଜଣ SCB ସ୍ଥାନାନ୍ତର, ଏବେବି MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା

କଟକ ୩।୧୧: କନ୍ଧମାଳ ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ଗୁରୁତର ହୋଇଥିବା ଦୁଇ ଜଣ କଟକ ଏସ ସି ବି କୁ ସ୍ଥାନାନ୍ତର ହେଲେ । ନିୟୁ ମେଡ଼ିସିନ ୱାର୍ଡର ଆଇସିୟୁରେ ଦୁଇ ଗୁରୁତରଙ୍କ ଚାଲିଛି ଚିକିତ୍ସା । ଏବେବି ବ୍ରହ୍ମପୁର MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା । କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିଲା ।You Can Read:ନାଗପୁର ପୋଲିସ ହେପାଜତରୁ ଆସାମୀ ଚମ୍ପଟ, ମୋହନା ଅଞ୍ଚଳରେ ଚାଲିଛି ଖୋଜା

ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ଗୁରୁତର ୨ ଜଣ SCB ସ୍ଥାନାନ୍ତର, ଏବେବି MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା

କଟକ ୩।୧୧: କନ୍ଧମାଳ ଦାରିଙ୍ଗିବାଡିରେ ଆମ୍ବ ଟାକୁଆ ଖାଇ ଗୁରୁତର ହୋଇଥିବା ଦୁଇ ଜଣ କଟକ ଏସ ସି ବି କୁ ସ୍ଥାନାନ୍ତର ହେଲେ । ନିୟୁ ମେଡ଼ିସିନ ୱାର୍ଡର ଆଇସିୟୁରେ ଦୁଇ ଗୁରୁତରଙ୍କ ଚାଲିଛି ଚିକିତ୍ସା । ଏବେବି ବ୍ରହ୍ମପୁର MKCGରେ ଚାଲିଛି ୪ ଗୁରୁତରଙ୍କ ଚିକିତ୍ସା । 

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ଗଦାପୁର ପଞ୍ଚାୟତ ଅନ୍ତର୍ଗତ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ହେବା ସହ ୬ ଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଥିଲା ।


You Can Read:

ନାଗପୁର ପୋଲିସ ହେପାଜତରୁ ଆସାମୀ ଚମ୍ପଟ, ମୋହନା ଅଞ୍ଚଳରେ ଚାଲିଛି ଖୋଜା