ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ସମେତ ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନ ପାଇଁ ଶନିବାର ଭୋଟ ଅନୁଷ୍ଠିତ ହେଉଛି। ମିଳିଥିବା ଖବର ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ସାରା ଦେଶରେ ପ୍ରାୟ ୨୫.୭୬ ପ୍ରତିଶତ ମତଦାନ ହୋଇଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ କରାଯାଇଥିବା ବେଳେ ଓଡ଼ିଶାରେ ସବୁଠାରୁ କମ ମତଦାନ କରାଯାଇଥିବା ଜଣାପଡିଛି। କିଛି ସ୍ଥାନରେ ଇଭିଏମରେ ତ୍ରୁଟି ସହ ଆଉ କିଛି […] The post ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ appeared first on Dharitri Odia News.

ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ

ନୂଆଦିଲ୍ଲୀ,୨୫।୫: ଲୋକ ସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ସମେତ ୬ଟି ରାଜ୍ୟ ତଥା ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ମୋଟ ୫୮ଟି ଆସନ ପାଇଁ ଶନିବାର ଭୋଟ ଅନୁଷ୍ଠିତ ହେଉଛି।
ମିଳିଥିବା ଖବର ଅନୁଯାୟୀ, ସକାଳ ୧୧ଟା ସୁଦ୍ଧା ସାରା ଦେଶରେ ପ୍ରାୟ ୨୫.୭୬ ପ୍ରତିଶତ ମତଦାନ ହୋଇଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ କରାଯାଇଥିବା ବେଳେ ଓଡ଼ିଶାରେ ସବୁଠାରୁ କମ ମତଦାନ କରାଯାଇଥିବା ଜଣାପଡିଛି। କିଛି ସ୍ଥାନରେ ଇଭିଏମରେ ତ୍ରୁଟି ସହ ଆଉ କିଛି ସ୍ଥାନରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଷଷ୍ଠ ପର୍ଯ୍ୟାୟରେ ଅନେକେ ହେଭିଓ୍ବେଟଙ୍କ ଭାଗ୍ୟ ଇଭିଏମରେ ସିଲ ହେବାକୁ ଯାଉଛି।

The post ଦିନ ୧୧ଟା ସୁଦ୍ଧା ୨୫.୭୬ ପ୍ରତିଶତ ମତଦାନ, ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ, ଓଡ଼ିଶାରେ ସବୁଠାରୁ କମ appeared first on Dharitri Odia News.