ଦିନକ ପାଇଁ ଖୋଲିଥିଲେ ସଚିବାଳୟ ?

କେବଳ ଡାକରା ଆସିଲେ ସଚିବାଳୟ ଯାଇପାରୁଛନ୍ତି କାର୍ଯ୍ୟରତ ସାମ୍ବାଦିକ ।

ଦିନକ ପାଇଁ ଖୋଲିଥିଲେ ସଚିବାଳୟ ?

ସରକାର ବଦଳିଲା, ହେଲେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ଗେଟ ଖୋଲିଲା ନାହିଁ । କେବଳ ଡାକରା ଆସିଲେ ସଚିବାଳୟ ଯାଇପାରୁଛନ୍ତି କାର୍ଯ୍ୟରତ ସାମ୍ବାଦିକ । ତଥ୍ୟ ଯାଞ୍ଚ କରିନପାରିବାରୁ କେତେକ ସମୟରେ ଅସୁବିଧା ହେଉଛି ! ଦେଖନ୍ତୁ ପୂରା ରିପୋର୍ଟ।