ଦିଲ୍ଲୀ ନିର୍ବାଚନ : ପଛରେ ପଡିଲେ ଭାଇରାଲ ସାର

କନକବ୍ୟୁରୋ : ଆଜି ଦିଲ୍ଲୀ ରାୟ । ଜଣା ପଡିବ କାହା ଦଖଲକୁ ଯିବ ଦିଲ୍ଲୀ । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀରେ ୨୦୧୩ରୁ କ୍ଷମତାରୁ ଯିବା ପରେ କଂଗ୍ରେସ ତଳକୁ ତଳ ଖସି ଶୂନରେ ପହଞ୍ଚି ସାରିଛି  । ଏବେ କଣ ହେବ, ତା ଉପରେ ସମସ୍ତଙ୍କ ନଜର । ଉତ୍ତର ଭାରତରେ ବିଜେପି ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଦିଲ୍ଲୀ ଆସନ ଦଖଲ କରି ପାରୁନି ବିଜେପି । ସୂଚନା ଅନୁଯାୟୀ  କାହାର ହେବ ଦିଲ୍ଲୀ ଗାଦି ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇସାରିଲାଣି କିନ୍ତୁ ଏହାରି ଭିତରେ ଆରମ୍ଭ ହୋଇଛି ଗଣନା , କିଏ ହାତେଇବ ଦିଲ୍ଲୀ ଗଡ ସେ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ କିନ୍ତୁ ଏହାରି ଭିତରେ ପଛରେ ପଡିଗଲେ ଭାଇରାଲ ସାର ଅବୋଧ ଓଝା , ଦିଲ୍ଲୀ ପଟପଡଗଂଜ ବିଧାନସଭା ସିଟରେ ସେ ନିଜର ନାମାଙ୍କନ ଭରିଥିଲେ କିନ୍ତୁ ଅପରପକ୍ଷେ ସେହି ଆସନରେ ବିଜେପିର ରବିନ୍ଦ୍ର ସିଂହ ନିଜର ନାମାଙ୍କନ ଭରିଥିଲେ କିନ୍ତୁ ଗଣନା ଆରମ୍ଭ ପରେ ଭାଇରାଲ ସାର ଅବୋଧ ଓଝା ପଛରେ ପଡୁଛନ୍ତି , ଏହାରି ଭିତରେ ପଟପଡଗଂଜ ରେ ଆରମ୍ଭ ହୋଇଛି କାଉଣ୍ଟ ଡାଉନ ସେହି ସିଟରେ ଉଭୟ ନାମାଙ୍କନ ଭରିଥିଲେ ମଧ୍ୟ ସେହି ସିଟରେ ଅବୋଧ ଓଝା ସାର ପଛରେ ରହିଥିବା ଦେଖିବାକୁ ମିଳିଛି ସେହି ଆସନର

ଦିଲ୍ଲୀ ନିର୍ବାଚନ : ପଛରେ ପଡିଲେ ଭାଇରାଲ ସାର

କନକବ୍ୟୁରୋ : ଆଜି ଦିଲ୍ଲୀ ରାୟ । ଜଣା ପଡିବ କାହା ଦଖଲକୁ ଯିବ ଦିଲ୍ଲୀ । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯାଉଛି । ୨୭ ବର୍ଷ ପରେ ଦିଲ୍ଲୀରେ କ୍ଷମତା ଫେରି ପାଇବାକୁ ଆଶା ବାନ୍ଧିଛି ବିଜେପି । ୨୦୧୫ ଓ ୨୦୨୦ ନିର୍ବାଚନରେ କ୍ଷମତା ଦଖଲ କରିଥିବା ଆପ ତୃତୀୟ ଥର ନିର୍ବାଚନ ଜିତିବାକୁ ଲକ୍ଷ୍ୟ ରଖିଛି । ଦିଲ୍ଲୀରେ ୨୦୧୩ରୁ କ୍ଷମତାରୁ ଯିବା ପରେ କଂଗ୍ରେସ ତଳକୁ ତଳ ଖସି ଶୂନରେ ପହଞ୍ଚି ସାରିଛି  ।

ଏବେ କଣ ହେବ, ତା ଉପରେ ସମସ୍ତଙ୍କ ନଜର । ଉତ୍ତର ଭାରତରେ ବିଜେପି ଭଲ ପ୍ରଦର୍ଶନ କରୁଛି। କିନ୍ତୁ ଦିଲ୍ଲୀ ଆସନ ଦଖଲ କରି ପାରୁନି ବିଜେପି । ସୂଚନା ଅନୁଯାୟୀ  କାହାର ହେବ ଦିଲ୍ଲୀ ଗାଦି ସେ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇସାରିଲାଣି କିନ୍ତୁ ଏହାରି ଭିତରେ ଆରମ୍ଭ ହୋଇଛି ଗଣନା ,

କିଏ ହାତେଇବ ଦିଲ୍ଲୀ ଗଡ ସେ ନେଇ ଆରମ୍ଭ ହୋଇଛି କାଉଣ୍ଟଡାଉନ କିନ୍ତୁ ଏହାରି ଭିତରେ ପଛରେ ପଡିଗଲେ ଭାଇରାଲ ସାର ଅବୋଧ ଓଝା , ଦିଲ୍ଲୀ ପଟପଡଗଂଜ ବିଧାନସଭା ସିଟରେ ସେ ନିଜର ନାମାଙ୍କନ ଭରିଥିଲେ କିନ୍ତୁ ଅପରପକ୍ଷେ ସେହି ଆସନରେ ବିଜେପିର ରବିନ୍ଦ୍ର ସିଂହ ନିଜର ନାମାଙ୍କନ ଭରିଥିଲେ କିନ୍ତୁ ଗଣନା ଆରମ୍ଭ ପରେ ଭାଇରାଲ ସାର ଅବୋଧ ଓଝା ପଛରେ ପଡୁଛନ୍ତି ,

ଏହାରି ଭିତରେ ପଟପଡଗଂଜ ରେ ଆରମ୍ଭ ହୋଇଛି କାଉଣ୍ଟ ଡାଉନ ସେହି ସିଟରେ ଉଭୟ ନାମାଙ୍କନ ଭରିଥିଲେ ମଧ୍ୟ ସେହି ସିଟରେ ଅବୋଧ ଓଝା ସାର ପଛରେ ରହିଥିବା ଦେଖିବାକୁ ମିଳିଛି ସେହି ଆସନରେ କଂଗ୍ରେସର ଅନିଲ କୁମାର ମଧ୍ୟ ନାମାଙ୍କନ ଭରିଛନ୍ତି କିନ୍ତୁ ସବୁପରେ ମଧ୍ୟ ବିଜେପି ସେହି ସିଟରେ ଆଗୁଆ ରହିଥିବା ଦେଖିବାକୁ ମିଳିଛି 

ସୁଚନା ଅନୁଯାୟୀ ଅବୋଧ ଓଝା ସାର ନିଜର ଗୁଣାତ୍ମକ କଥା ପାଇଁ ସୋସିଆଲ ମିଡିଆରେ ଭାଇରାଲ ଥାଆନ୍ତି , ଓଝା ମୂଳତଃ ୟୁପିର ଗୋଣ୍ଡାର ଅଧିବାସୀ ଅଟନ୍ତି ସେ ପ୍ରାୟତ ଭାବରେ  ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ  । ୟୁଟ୍ୟୁବ୍ ଓ ଇନଷ୍ଟାଗ୍ରାମରେ ତାଙ୍କର ରିଲ୍ ପ୍ରାୟତଃ ଭାଇରାଲ ହେବାରେ ଲାଗିଥାଏ । ତାଙ୍କ ପାଖରେ ପ୍ରାୟତ ସବୁ ପିଲା କୋଚିଂ ନେବା ପାଇଁ ଆସିଥାନ୍ତି ସେ

ପିଲାଙ୍କୁ ଟ୍ୟୁସନ କରିବା ସହ ସୋସିଆଲ ମିଡିଆରେ ମୋଟିଭେସନାଲ ସ୍ପିକର ଭାବରେ ବେଶ ପରିଚିତ ଅଟନ୍ତି କିନ୍ତୁ ଏହାରି ଭିତରେ ସେ ରାଜନୀତିରେ ପାଦ ଦେବାକୁ ଇଚ୍ଚା ପ୍ରକାଶ କରିଥିଲେ ଓ ସେ ପଟପଡଗଂଜ ରେ ନାମାଙ୍କନ ମଧ୍ୟ ଭରିଥିଲେ କିନ୍ତୁ ସେ ନାମାଙ୍କନ ଭରିବା ପରେ ଆଜି ଦିଲ୍ଲୀ ର କାଉଣ୍ଟଡାଉନ ଆରମ୍ଭ ହୋଇଛି ଏହାରି ଭିତରେ କିଏ ଦିଲ୍ଲୀବାସୀ ଙ୍କ ମନ ଜିଣୁଛି ତାହାରି ଉପରେ ସମସ୍ତଙ୍କ ନଜର