ଦିଲ୍ଲୀରୁ ଫେରିବା ପରେ ତାରାଙ୍କ ବିସ୍ଫୋରକ ବୟାନ, କହିଲେ..

ଭୁବନେଶ୍ୱର,୫।୮: ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଧାୟକ ଦଳର ନେତା ହେବା ତାଙ୍କର ଅଧିକାର ଥିଲା। ଅନ୍ୟପକ୍ଷେ ସେ ପିସିସି ସଭାପତି ପଦ ପାଇଁ କେବେ ଇଚ୍ଛୁକ ନ ଥିଲି ବୋଲି ମଧ୍ୟ କହିଛନ୍ତି। ଏପରିକି ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ସେଥିରେ ରାଜି ବୋଲି ତାରା ମତବ୍ୟକ୍ତ କରିଛନ୍ତି। The post ଦିଲ୍ଲୀରୁ ଫେରିବା ପରେ ତାରାଙ୍କ ବିସ୍ଫୋରକ ବୟାନ, କହିଲେ.. appeared first on Dharitri Odia News.

ଦିଲ୍ଲୀରୁ ଫେରିବା ପରେ ତାରାଙ୍କ ବିସ୍ଫୋରକ ବୟାନ, କହିଲେ..

ଭୁବନେଶ୍ୱର,୫।୮: ଦିଲ୍ଲୀରୁ ଭୁବନେଶ୍ୱର ଫେରିବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ବିଧାୟକ ଦଳର ନେତା ହେବା ତାଙ୍କର ଅଧିକାର ଥିଲା। ଅନ୍ୟପକ୍ଷେ ସେ ପିସିସି ସଭାପତି ପଦ ପାଇଁ କେବେ ଇଚ୍ଛୁକ ନ ଥିଲି ବୋଲି ମଧ୍ୟ କହିଛନ୍ତି। ଏପରିକି ହାଇକମାଣ୍ଡ ଯାହାକୁ ସଭାପତି କରିବେ ମୁଁ ସେଥିରେ ରାଜି ବୋଲି ତାରା ମତବ୍ୟକ୍ତ କରିଛନ୍ତି।

The post ଦିଲ୍ଲୀରୁ ଫେରିବା ପରେ ତାରାଙ୍କ ବିସ୍ଫୋରକ ବୟାନ, କହିଲେ.. appeared first on Dharitri Odia News.