ଦିଲ୍ଲୀରେ ପୁଣି ସ୍କୁଲକୁ ବୋମା ଧମକ: ସପ୍ତାହରେ ଦ୍ୱିତୀୟ ଥର ବୋମା ଥ୍ରେଟ
ନୂଆଦିଲ୍ଲୀ:ସପ୍ତାହରେ ଦ୍ୱିତୀୟ ଥର ବୋମା ଥ୍ରେଟ। ଦିଲ୍ଲୀରେ ପୁଣି ସ୍କୁଲକୁ ବୋମା ଧମକ। ସପ୍ତାହରେ ଦ୍ୱିତୀୟ ଥର ଏଭଳି ଘଟଣା ଘଟିବା ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ବାରମ୍ବାର ଦିଲ୍ଲୀରେ ସ୍କୁଲ ଗୁଡିକ ଏଭଳି ବୋମା ଥ୍ରେଟ ଏଵେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।ଆଜି ଦିଲ୍ଲୀର ୬ଟି ସ୍କୁଲକୁ ବୋମା ବିସ୍ଫୋରଣର ଧମକ ମିଳିଥିଲା। ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ […]

ନୂଆଦିଲ୍ଲୀ:ସପ୍ତାହରେ ଦ୍ୱିତୀୟ ଥର ବୋମା ଥ୍ରେଟ। ଦିଲ୍ଲୀରେ ପୁଣି ସ୍କୁଲକୁ ବୋମା ଧମକ। ସପ୍ତାହରେ ଦ୍ୱିତୀୟ ଥର ଏଭଳି ଘଟଣା ଘଟିବା ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି। ବାରମ୍ବାର ଦିଲ୍ଲୀରେ ସ୍କୁଲ ଗୁଡିକ ଏଭଳି ବୋମା ଥ୍ରେଟ ଏଵେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।ଆଜି ଦିଲ୍ଲୀର ୬ଟି ସ୍କୁଲକୁ ବୋମା ବିସ୍ଫୋରଣର ଧମକ ମିଳିଥିଲା।
ଇମେଲ ମାଧ୍ୟମରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିବା ବେଳେ ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ତେବେ କୌଣସି ସନ୍ଦିଗ୍ଧ ସାମଗ୍ରୀ ଠାବ ହୋଇନଥିବା ଜଣାପଡ଼ିଥିଲା । ଧମକ ମିଳିଥିବା ସ୍କୁଲଗୁଡିକ ହେଲା ଇଷ୍ଟ ଅଫ କୈଳାସ ସ୍ଥିତ ଡିପିଏସ, ସଲବାନ ସ୍କୁଲ, ମର୍ଡନ ସ୍କୁଲ ଓ କ୍ରେମ୍ବିଜ ସ୍କୁଲ। ଏହି ସବୁ ସ୍କୁଲ ଗୁଡିକୁ ବୋମା ଧମକ ମିଳିଥିଲା। ବାରମ୍ବାର ସ୍କୁଲ ଗୁଡିକ କିଏ ବୋମା ଧମକ ଦେଉଛି, ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।