ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଲି

ପଶ୍ଚିମବଙ୍ଗର ଦୀଘାରେ ଅବିକଳ ପୁରୀ ଜଗନ୍ନାଥ ମନ୍ଦିର ଭଳି ଏକ ମନ୍ଦିର ନିର୍ମାଣ ହୋଇଛି ଯାହାକୁ କାଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦଘାଟନ କରିବେ । ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ ନହେବାକୁ ସୁଆର-ମହାସୁଆର ନିଯୋଗର ଚେତାବନୀ ସତ୍ତ୍ୱେ ପୁରୀରୁ ଦୀଘା ଆସିଛନ୍ତି ୬୦ରୁ ୭୦ ଦଇତାପତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି କ୍ଷୋଭ ।

ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କାଲି
Array