ଦୀନେଶ କାର୍ତ୍ତିକଙ୍କ ଲକି ଚାର୍ମ, ଜିମ୍ରେ ହୋଇଥିଲା ପ୍ରଥମ ସାକ୍ଷାତ
ନୂଆଦିଲ୍ଲୀ ୦୨।୦୬: ଟିମ୍ ଇଣ୍ଡିଆର ଷ୍ଟାର୍ ପ୍ଲେୟର ଦୀନେଶ କାର୍ତ୍ତିକ । କ୍ରିକେଟ୍କୁ କହିଛନ୍ତି ଅଲ୍ବିଦା । ଏନେଇ ଶୁକ୍ରବାର କରିଛନ୍ତି ଘୋଷଣା । କିନ୍ତୁ ଜାଣନ୍ତି କି ଦିନେଶଙ୍କ ଲକି ଚାର୍ମ ହେଉଛନ୍ତି ଜିମ୍ ଲେଡି । ଅର୍ଥାତ୍ ତାଙ୍କ ପତ୍ନୀ । ୨୦୧୨ରେ ଦିନେଶ ପୂର୍ବ ପତ୍ନୀ ନିକିତା ଭାନଜାରାଙ୍କ ଠାରୁ ନେଇଥିଲେ ଛାଡପତ୍ର । ନିକିତା ଦିନେଶ କାର୍ତ୍ତିକଙ୍କ ସାଥୀ ଖେଳାଳୀ ମୁରଲୀ ବିଜୟଙ୍କୁ କରିଥିଲେ ବିବାହ । ଏହାପରେ ଦୀନେଶଙ୍କ ଲାଇଫ୍କୁ ଆସିଥିଲେ ସ୍କ୍ୱାସ୍ ଖେଳାଳି ଦୀପିକା ପାଲିକଲ । ସେମାନେ ୨୦୧୩ରେ ନିର୍ବନ୍ଧ କରିଥିଲେ ଏବଂ ୨୦୧୫ରେ କରିଥିଲେ ବିବାହ । ଦୀନେଶ କାର୍ତ୍ତିକ ଦୀପିକାଙ୍କୁ ଜିମରେ ପ୍ରଥମେ ଦେଖା ହୋଇଥିଲେ । ଏହାପରେ ଉଭୟ ଭଲ ବନ୍ଧୁ ହୋଇଥିଲେ ଏବଂ ପରେ ଏହି ସମ୍ପର୍କ ବିବାହରେ ପରିଣତ ହେଲା । ତେବେ ଅବସର ନେବା ବେଳେ ଦୀନେଶ କାର୍ତ୍ତିକ ଦୀପିକାଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ। ସେ ଲେଖିଥିଲେ କି ତାଙ୍କ କ୍ୟାରିୟର ପାଇଁ ଦୀପିକା ନିଜ କ୍ୟାରିୟରକୁ ଧ୍ୟାନ ଦେଇନଥିଲେ ।ତେବେ ଅବସର ନେବା ବେଳେ ଦୀନେଶ କାର୍ତ୍ତିକ ଦୀପିକାଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ ।ଯଦି ଆମେ ଦୀନେଶଙ୍କ କ୍ରିକେଟ୍ କ୍ୟାରିୟର କଥା କହିବା ତେବେ ସେ ପ୍ରାୟ ୨୦ ବର୍ଷ ଧରି କ୍ରିକେଟ ଜାରି ରଖିଥିଲେ । ୨୦୦୪ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଦିନେଶ । ଦୀନେଶ କ୍ରିକେଟ୍ରୁ ବହୁତ ଟଙ୍କା ରୋଜଗାର କରିଛନ୍ତି । ବର୍ତ୍ତମାନ
ନୂଆଦିଲ୍ଲୀ ୦୨।୦୬: ଟିମ୍ ଇଣ୍ଡିଆର ଷ୍ଟାର୍ ପ୍ଲେୟର ଦୀନେଶ କାର୍ତ୍ତିକ । କ୍ରିକେଟ୍କୁ କହିଛନ୍ତି ଅଲ୍ବିଦା । ଏନେଇ ଶୁକ୍ରବାର କରିଛନ୍ତି ଘୋଷଣା । କିନ୍ତୁ ଜାଣନ୍ତି କି ଦିନେଶଙ୍କ ଲକି ଚାର୍ମ ହେଉଛନ୍ତି ଜିମ୍ ଲେଡି । ଅର୍ଥାତ୍ ତାଙ୍କ ପତ୍ନୀ । ୨୦୧୨ରେ ଦିନେଶ ପୂର୍ବ ପତ୍ନୀ ନିକିତା ଭାନଜାରାଙ୍କ ଠାରୁ ନେଇଥିଲେ ଛାଡପତ୍ର । ନିକିତା ଦିନେଶ କାର୍ତ୍ତିକଙ୍କ ସାଥୀ ଖେଳାଳୀ ମୁରଲୀ ବିଜୟଙ୍କୁ କରିଥିଲେ ବିବାହ ।
ଏହାପରେ ଦୀନେଶଙ୍କ ଲାଇଫ୍କୁ ଆସିଥିଲେ ସ୍କ୍ୱାସ୍ ଖେଳାଳି ଦୀପିକା ପାଲିକଲ । ସେମାନେ ୨୦୧୩ରେ ନିର୍ବନ୍ଧ କରିଥିଲେ ଏବଂ ୨୦୧୫ରେ କରିଥିଲେ ବିବାହ । ଦୀନେଶ କାର୍ତ୍ତିକ ଦୀପିକାଙ୍କୁ ଜିମରେ ପ୍ରଥମେ ଦେଖା ହୋଇଥିଲେ । ଏହାପରେ ଉଭୟ ଭଲ ବନ୍ଧୁ ହୋଇଥିଲେ ଏବଂ ପରେ ଏହି ସମ୍ପର୍କ ବିବାହରେ ପରିଣତ ହେଲା ।
ତେବେ ଅବସର ନେବା ବେଳେ ଦୀନେଶ କାର୍ତ୍ତିକ ଦୀପିକାଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ। ସେ ଲେଖିଥିଲେ କି ତାଙ୍କ କ୍ୟାରିୟର ପାଇଁ ଦୀପିକା ନିଜ କ୍ୟାରିୟରକୁ ଧ୍ୟାନ ଦେଇନଥିଲେ ।ତେବେ ଅବସର ନେବା ବେଳେ ଦୀନେଶ କାର୍ତ୍ତିକ ଦୀପିକାଙ୍କୁ ବିଶେଷ ଧନ୍ୟବାଦ ଦେଇଥିଲେ ।
ଯଦି ଆମେ ଦୀନେଶଙ୍କ କ୍ରିକେଟ୍ କ୍ୟାରିୟର କଥା କହିବା ତେବେ ସେ ପ୍ରାୟ ୨୦ ବର୍ଷ ଧରି କ୍ରିକେଟ ଜାରି ରଖିଥିଲେ । ୨୦୦୪ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ ଦିନେଶ । ଦୀନେଶ କ୍ରିକେଟ୍ରୁ ବହୁତ ଟଙ୍କା ରୋଜଗାର କରିଛନ୍ତି । ବର୍ତ୍ତମାନ ତାଙ୍କର ମୋଟ ସମ୍ପତ୍ତି ୧୦୦କୋଟିରୁ ଅଧିକ । ଦୀନେଶ କାର୍ତ୍ତିକ ଖାସ୍ କରି ଆଇପିଏଲରୁ କରିଛନ୍ତି ବହୁତ ରୋଜଗାର । ସେ ଆଇପିଏଲ୍ରେ ୬ଟି ଟିମ୍ ପାଇଁ ଖେଳିଛନ୍ତି । ୧୭ଟି ସିଜିନ୍ରେ ଖେଳି ଦିନେଶ ପ୍ରାୟ ୯୦କୋଟିରୁ ଅଧିକ ଟଙ୍କା ଆୟ କରିଛନ୍ତି ।