ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ:କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ଫୁଲବାଣୀ ତରଫରୁ ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଜିଲା ଯୁବ ଅଧିକାରୀ ନଭନୀତ କୁମାରଙ୍କ ନେତୃତ୍ୱରେ ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ଶିବେନ୍ଦ୍ର ଦିଗାଲ, ମିନି କଂହର, ଉଷାରଣୀ ଜେନା, ମାଧୁରୀ ପଣ୍ଡା, ଦିଗବିଜୟୀ ପ୍ରଧାନ,ଶୁଭସ୍ମିତା ବିଶୋଇ, ବିଜୟ ପ୍ରଧାନ, ଅନୁପ ବିକ୍ରମ ପାତ୍ର, ଚନ୍ଦ୍ର ମଣି ଦେହୁରୀ, କମଳ […]

ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଫୁଲବାଣୀ:କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇଁ ଭାରତ ଫୁଲବାଣୀ ତରଫରୁ ଦୀପାବଳି ଉପଲକ୍ଷେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମରେ ଜିଲା ଯୁବ ଅଧିକାରୀ ନଭନୀତ କୁମାରଙ୍କ ନେତୃତ୍ୱରେ ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ଶିବେନ୍ଦ୍ର ଦିଗାଲ, ମିନି କଂହର, ଉଷାରଣୀ ଜେନା, ମାଧୁରୀ ପଣ୍ଡା, ଦିଗବିଜୟୀ ପ୍ରଧାନ,ଶୁଭସ୍ମିତା ବିଶୋଇ, ବିଜୟ ପ୍ରଧାନ, ଅନୁପ ବିକ୍ରମ ପାତ୍ର, ଚନ୍ଦ୍ର ମଣି ଦେହୁରୀ, କମଳ ଲୋଚନ ଦେହୁରୀ ପ୍ରମୁଖ ସାମିଲ ହୋଇ ଥିଲେ। ଏହି କାର୍ଯ୍ୟକ୍ରମ କନ୍ଧମାଳ ଜିଲାର ପ୍ରତ୍ୟେକ ବ୍ଲକର ସହର ରେ ବିଭିନ୍ନ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହେବ ବୋଲି ଜିଲା ଯୁବ ଅଧିକାରୀ ଅବଗତ କରି ଥିଲେ।