ଦୀପାବଳି ପାଇଁ ଅଯୋଧ୍ୟାରେ ପ୍ରସ୍ତୁତି ଜୋରଦାର: ୨୫ ଲକ୍ଷ ଦୀପରେ ଆଲୋକିତ ହେବ ସରଯୁ ନଦୀ ତଟ...

ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା। ଏଥର ଅଯୋଧ୍ୟାର ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି।