ଦୀପାବଳି ପୂର୍ବରୁ ବଡ଼ ଦୁର୍ଘଟଣା,୧୫୦ରୁ ଅଧିକ ଆହତ, ୮ ଗୁରୁତର
ନୀଲେଶ୍ୱରମ,୨୯।୧୦: ଦୀପାବଳି ଉତ୍ସବ ପୂର୍ବରୁ କେରଳରେ ବଡ଼ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ କାସରଗୋଡ ପୋଲିସ କହିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ନୀଲେଶ୍ୱରମରେ ଅଗ୍ନିଶମ କର୍ମଚାରୀଙ୍କ ସହ ଉତ୍ସବ ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ସୂଚନାନୁସାରେ, କାସାରାଗୋଡର ନୀଲେଶ୍ୱରମରେ ଅଗ୍ନିଶମ କର୍ମଚାରୀଙ୍କ ସହ ଏହି ପର୍ବ ପାଳନ କରାଯାଉଥିଲା। […] The post ଦୀପାବଳି ପୂର୍ବରୁ ବଡ଼ ଦୁର୍ଘଟଣା,୧୫୦ରୁ ଅଧିକ ଆହତ, ୮ ଗୁରୁତର appeared first on Dharitri Odia News.
ନୀଲେଶ୍ୱରମ,୨୯।୧୦: ଦୀପାବଳି ଉତ୍ସବ ପୂର୍ବରୁ କେରଳରେ ବଡ଼ ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି। ସୋମବାର-ମଙ୍ଗଳବାର ମଧ୍ୟରାତ୍ରିରେ ଘଟିଥିବା ଏହି ଦୁର୍ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି। ଏହି ଦୁର୍ଘଟଣା ସମ୍ପର୍କରେ କାସରଗୋଡ ପୋଲିସ କହିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆଠ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ନୀଲେଶ୍ୱରମରେ ଅଗ୍ନିଶମ କର୍ମଚାରୀଙ୍କ ସହ ଉତ୍ସବ ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି।
ସୂଚନାନୁସାରେ, କାସାରାଗୋଡର ନୀଲେଶ୍ୱରମରେ ଅଗ୍ନିଶମ କର୍ମଚାରୀଙ୍କ ସହ ଏହି ପର୍ବ ପାଳନ କରାଯାଉଥିଲା। ଏହି ସମୟରେ ମଧ୍ୟରାତ୍ରିରେ ଏକ ଦୁର୍ଘଟଣା ଘଟି ୧୫୦ରୁ ଅଧିକ ଲୋକ ଆହତ ହୋଇଥିଲେ।
The post ଦୀପାବଳି ପୂର୍ବରୁ ବଡ଼ ଦୁର୍ଘଟଣା,୧୫୦ରୁ ଅଧିକ ଆହତ, ୮ ଗୁରୁତର appeared first on Dharitri Odia News.