ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’
ଝାରସୁଗୁଡ଼ା,୨୮।୬: ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ଗୁଆଲାପଡ଼ାସ୍ଥିତ ଏକ ଭଡ଼ାଘରୁ ଶୁକ୍ରବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମା’ ନିଜ ଦୁଇ ଝିଅଙ୍କୁ ଧରି ଛାତ ଉପରୁ ଡେଇଁପଡିଛନ୍ତି। ଫଳରେ ମା’ ଓାର୍ଯ୍ୟାନୁଷ୍ଠା ୨ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମା’ ଦୁଇ ଝିଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କ’ଣ ପାଇଁ ମା’ ୨ […] The post ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’ appeared first on Dharitri Odia News.
ଝାରସୁଗୁଡ଼ା,୨୮।୬: ଝାରସୁଗୁଡ଼ା ଜିଲା ଟାଉନ ଥାନା ଅଧୀନ ଗୁଆଲାପଡ଼ାସ୍ଥିତ ଏକ ଭଡ଼ାଘରୁ ଶୁକ୍ରବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ମା’ ନିଜ ଦୁଇ ଝିଅଙ୍କୁ ଧରି ଛାତ ଉପରୁ ଡେଇଁପଡିଛନ୍ତି। ଫଳରେ ମା’ ଓାର୍ଯ୍ୟାନୁଷ୍ଠା ୨ଝିଅ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ମା’ ଦୁଇ ଝିଅଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଏବଂ କ’ଣ ପାଇଁ ମା’ ୨ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ତାହା ଜଣାପଡ଼ି ନାହିଁ। ହେଲେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
The post ଦୁଇ ଝିଅଙ୍କୁ ଧରି ଛାତରୁ ଡେଇଁପଡ଼ିଲେ ମା’ appeared first on Dharitri Odia News.