ଦୁଇ ବାଇକ୍ ମୁହାଁମୁହିଁ : ଜଣେ ମୃତ, ଦୁଇ ଜଣ ଗୁରୁତର
ନାରାୟଣପାଟଣା ୮।୧୨: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି I ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଜୋଗୀପାଲୁର ନିକଟରେ ଦୁର୍ଘଟଣା ଘଟିଛି I ମୃତକ ହେଲେ ବାଉଁଶପୁଟ ଗ୍ରାମର ଜିତେନ୍ଦ୍ର କନ୍ଧପାନ । ଗୁରୁତର ଦୁହେଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି ।You Can Read:ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ
ନାରାୟଣପାଟଣା ୮।୧୨: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି I
ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଜୋଗୀପାଲୁର ନିକଟରେ ଦୁର୍ଘଟଣା ଘଟିଛି I ମୃତକ ହେଲେ ବାଉଁଶପୁଟ ଗ୍ରାମର ଜିତେନ୍ଦ୍ର କନ୍ଧପାନ । ଗୁରୁତର ଦୁହେଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଉଭୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି ।
You Can Read:
ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଦୁଇ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ